Door43-Catalog_or_tn/MAT/09/32.md

1.5 KiB

ଏହା ଯୀଶୁ ଆପଣା ଗୃହନଗରର ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀର ଆରମ୍ଭ କରେ । #. . ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ #. ମୁକ କଥା କହିବାକୁ ଅକ୍ଷମ #. ମୁକ ଲୋକ କଥା ହେଲା "ମୁକ ବ୍ୟକ୍ତି କଥା କହିବାକୁ ଆରମ୍ଭ କଲା" କିମ୍ବା "ବ୍ୟକ୍ତିଟି ଯିଏ ମୁକ ଥିଲା କଥା ହେଲା" କିମ୍ବା "ବ୍ୟକ୍ତି, ଯିଏ ଆଉ କେବେହେଲେ ମୁକ ହୋଇ ରହିଲା ନାହିଁ, କଥା ହେଲା" #. ଜନଗହଳି ଆଶ୍ଚର୍ଯ୍ୟନ୍ଵିତ ହେଲେ "ଲୋକମାନେ ଚକିତ ହେଲେ" #. ଏହା କେବେହେଲେ ଦେଖାଯାଇନାହିଁ ଏହାର ଅର୍ଥ “ଏହା ପ୍ରଥମ ଥର ଘଟିଅଛି” କିମ୍ବା “କେହିହେଲେ ଏପରି କେବେହେଲେ କରିନାହିଁ” #. ସେ ଭୁତମାନଙ୍କୁ ତଡିଦିଅନ୍ତି “ସେ ଭୁତମାନଙ୍କୁ ଛାଡି ଚାଲିଯିବା ପାଇଁ ବାଧ୍ୟ କରନ୍ତି “ସର୍ବନାମ” ।