Door43-Catalog_or_tn/MAT/09/29.md

2.0 KiB

ଏହା ଯୀଶୁ ଦୁଇ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଶେଷ କରେ #. ସେମାନଙ୍କ ଆଖିଗୁଡିକୁ ଛୁଇଁଲେ ଏବଂ କହିଲେ ଏହା ସ୍ପଷ୍ଟ ନୁହେଁ ଯେ ସେ ଏକା ସମୟରେ ଉଭୟଙ୍କ ଆଖିଗୁଡିକୁ ଛୁଇଁଲେ କିମ୍ବା ତାହାଙ୍କ ଡାହାଣ ହାତ ଦ୍ଵାରା ଜଣକ ପରେ ଆଉ ଜଣକୁ ଛୁଇଁଲେ । ପରମ୍ପରା ଅନୁସାରେ ବାମ ହାତକୁ ଅଶୁଚି କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଉଥିଲା, ଏହା ଅଧିକ ପରି ଅଟେ ଯେ ସେ କେବଳ ତାହାଙ୍କ ଡାହାଣ ହାତକୁ ବ୍ୟବହାର କଲେ । ଏହା ସ୍ପଷ୍ଟ ନୁହେଁ ଯେ ଯଦି ସେ ଛୁଇଁଲା ସମୟରେ କହିଲେ ନା ନାହିଁ କିମ୍ବା ପ୍ରଥମେ ଛୁଇଁଲେ ଏବଂ ତା'ପରେ ସେମାନଙ୍କୁ କହିଲେ #. ସେମାନଙ୍କ ଆଖିଗୁଡିକ ଖୋଲିଗଲା “ଈଶ୍ଵର ସେମାନଙ୍କ ଆଖିଗୁଡିକୁ ସୁସ୍ଥ କଲେ” କିମ୍ବା “ଦୁଇ ଅନ୍ଧ ଲୋକମାନେ ଦେଖିବାକୁ ସକ୍ଷମ ହେଲ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ, ବୈଶିଷ୍ଟ୍ୟ) #. କିନ୍ତୁ “ପରିବର୍ତ୍ତେ” ପୁରୁଷମାନେ ତାହା କଲେ ନାହିଁ ଯାହା ଯୀଶୁ ସେମାନଙ୍କୁ କରିବାକୁ କହିଲେ #. ସମ୍ବାଦକୁ ପ୍ରସାର କଲେ “ଅନେକ ଲୋକମାନଙ୍କୁ କହିଲେ ଯାହା ସେମାନଙ୍କ ପ୍ରତି ଘଟିଥିଲା ।