Door43-Catalog_or_tn/MAT/09/27.md

1.6 KiB

ଏହା ଯୀଶୁ ଦୁଇ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଆରମ୍ଭ କରେ #. ଯୀଶୁ ଯେପରି ସେହି ସ୍ଥାନରୁ ଯାଉଥିଲେ ଯୀଶୁ ସେହି ଅଂଚଳ ଛାଡୁଥିଲେ । #. ଯାଉଥିଲେ ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ଉଚ୍ଚ ସ୍ଥାନକୁ କିମ୍ବା ନିମ୍ନଭାଗକୁ ଯାଉଥିଲେ ଯିବା ଶବ୍ଦ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର #. ଦାଉଦଙ୍କ ସନ୍ତାନ ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ ଏପରି ଅନୁବାଦ କରାଯାଇପାରେ "ଦାଉଦଙ୍କ ବଂଶଧର (UDB) ତଥାପି, "ଦାଉଦଙ୍କ ସନ୍ତାନ" ମସିହାଙ୍କୁ ମଧ୍ୟ ଏକ ଶୀର୍ଷକ ଦିଆଯାଇଅଛି (ଦେଖନ୍ତୁ:୨୧:୯), ଏବଂ ଲୋକମାନେ ଯୀଶୁଙ୍କୁ ହୁଏତ ଏହି ଶୀର୍ଷକ ଦ୍ଵାରା ଡାକୁଥିଲେ #. ଯେତେବେଳେ ଯୀଶୁ ଗୃହକୁ ଆସିଲେ ଏହା ହୁଏତ ଯୀଶୁଙ୍କ ନିଜ ଗୃହ ହୋଇପାରେ (UDB) କିମ୍ବା ୯:୧୦ରେ ଥିବା ଗୃହ #. ହଁ, ପ୍ରଭୁ "ହଁ, ପ୍ରଭୁ, ଆମ୍ଭେ ବିଶ୍ଵାସ କରୁଅଛୁ ଯେ ଆପଣ ଆମ୍ଭମାନଙ୍କୁ ସୁସ୍ଥ କରିପାରନ୍ତି"