Door43-Catalog_or_tn/MAT/09/25.md

1.4 KiB

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଶେଷ କରନ୍ତି । #. #. ଯେତେବେଳେ ଜନଗହଳିକୁ ବାହାର କରାଗଲା “ଯୀଶୁ ଗହଳିକୁ ବାହର କଲା ପରେ” କିମ୍ବା “ପରିବାର ଲୋକମାନଙ୍କୁ ବାହାରକୁ ପଠାଇଲା ପରେ” #. ଉଠିଲା “ଖଟରୁ ଉଠିଲା” ଏହା ୮:୧୫ର ପରି ଏକପ୍ରକାର ବିଚାର ଅଟେ । #. ଏହି ସମ୍ବାଦ ସମସ୍ତ ଅଂଚଳକୁ ବ୍ୟାପିଗଲା ଏହି ବ୍ୟକ୍ତିତ୍ଵଆରୋପର ଅର୍ଥ ଏହା ଅଟେ ଯେ ସମ୍ବାଦ ବ୍ୟାପିଗଲା ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ କହିଲେ “ସେହି ସମସ୍ତ ଅଂଚଳର ଲୋକମାନେ ଏହି ବିଷୟରେ ଶୁଣିଲେ” (UDB) କିମ୍ବା “ଲୋକମାନେ ସେହି ଝିଅ ଜୀବିତ ଥିଲା ବୋଲି ଦେଖିଲା ପରେ ସେହି ଅଂଚଳର ସମସ୍ତଙ୍କୁ କହିବାକୁ ଆରମ୍ଭ କଲେ” (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ)