Door43-Catalog_or_tn/MAT/09/23.md

1.5 KiB

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ #. ଅଧ୍ୟକ୍ଷଙ୍କ ଗୃହ ଏହା ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଗୃହ ଅଟେ #. ବଂଶୀ ଏହା ଏକ ଲମ୍ବା ପ୍ରତିଧ୍ଵନିତ ସଙ୍ଗୀତ ବିଶିଷ୍ଟ ଯନ୍ତ୍ର ଅଟେ ଯେଉଁଥିରେ ଏକ ପଟରେ ବାୟୁକୁ ଫୁଙ୍କିବା ଦ୍ଵାରା ବଜାଯାଏ #. ବଂଶୀବାଦକମାନେ "ଲୋକମାନେ ଯେଉଁମାନେ ବଂଶୀ ବଜାନ୍ତି" #. ଦୁର ହୁଅ ଯୀଶୁ ଅନେକ ଲୋକମାନଙ୍କୁ କହୁଥିଲେ, ତେଣୁ ବହୁବଚନ ଆଦେଶ ମାଧ୍ୟମକୁ ବ୍ୟବହାର କର, ଯଦି ଆପଣଙ୍କ ଭାଷାରେ ଥାଏ #. ଝିଅ ମରିନାହିଁ , କିନ୍ତୁ ଶୋଇଅଛି ଯୀଶୁ ଏହି ସ୍ଥାନରେ ଶୋଇବାର ଚିତ୍ରକୁ ବ୍ୟବହାର କରୁଛନ୍ତି କାରଣ ତାହାର ମୃତ୍ୟୁ କେବଳ ଏକ କ୍ଷଣ ନିମନ୍ତେ ଥାଏ, ଯେପରି ସେ ଜାଣିଲେ ଯେ ସେ ତାହାକୁ ମୃତ୍ୟୁରୁ ଉଠାଇବାକୁ ଯାଉଛନ୍ତି (ଦେଖନ୍ତୁ: ବର୍ଣ୍ଣିତ)