Door43-Catalog_or_tn/MAT/09/20.md

2.3 KiB

ଏହା ବର୍ଣ୍ଣନା କରେ ଯେ କିପରି ଯୀଶୁ ଅନ୍ୟ ଏକ ସ୍ତ୍ରୀକୁ ସୁସ୍ଥ କଲେ ଯେତେବେଳେ ସେ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ସୁସ୍ଥ କରିବା ରାସ୍ତାରେ ଥିଲେ । #. ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ #. ଗମ୍ଭୀର ରକ୍ତସ୍ରାବ ହେଉଥିଲା "ଗମ୍ଭିର ଭାବରେ ରକ୍ତସ୍ରାବ ହେଉଥିଲା" ହୁଏତ ସେ ତାହାର ଗର୍ଭରୁ ରକ୍ତସ୍ରାବ ହେଉଥିଲା ଯଦିଓ ମଧ୍ୟ ତାହା ଜନ୍ମ କରିବା ନିମନ୍ତେ ସାଧାରଣ ସମୟ ନ ଥିଲା । କେତେକ ପରମ୍ପରାଗୁଡିକରେ ଏହି ଅବସ୍ଥାକୁ ସୁଚାଇବା ପାଇଁ ଏକ ଭଦ୍ର ମାଧ୍ୟମ ଥାଏ (ଦେଖନ୍ତୁ: ବର୍ଣ୍ଣିତ) #. ଯଦି ମୁଁ ତାଙ୍କର ବସ୍ତ୍ରକୁ କେବଳ ଛୁଇଁଦିଏ, ମୁଁ ସୁସ୍ଥ ହେବି ସେ ବିଶ୍ଵାସ କରୁନଥିଲେ ଯେ ବସ୍ତ୍ର ତାହାକୁ ସୁସ୍ଥ କରିବ ସେ ବିଶ୍ଵାସ କରୁଥିଲେ ଯେ ଯୀଶୁ ତାହାକୁ ସୁସ୍ଥ କରିବେ ।(ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ) #. ବସ୍ତ୍ର "ଲମ୍ବା ପୋଷାକ" #. କିନ୍ତୁ “ପରିବର୍ତ୍ତେ” ଯାହା ଏହି ସ୍ତ୍ରୀ ହେବ ବୋଲି ଆଶା କରିଥିଲା କିନ୍ତୁ ହେଲା ନାହିଁ । #. ଝିଅ ସ୍ତ୍ରୀ ଜଣଟି ଯୀଶୁଙ୍କ ଝିଅ ନଥିଲେ ଯୀଶୁ ତାହାକୁ ଭଦ୍ର ଭାବରେ କଥା ହେଉଥିଲେ ଯଦି ଏହା ସନ୍ଦେହଜନକ ଅଟେ, ଏହାକୁ ଅନୁବାଦ କରାଯାଇପାରେ “ଯୁବତୀ ସ୍ତ୍ରୀ” କିମ୍ବା ତଥାପି ବାଦ୍ ଦେବା ।