Door43-Catalog_or_tn/MAT/09/18.md

1.5 KiB

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଆରମ୍ଭ କରେ । #. ଏହି ବିଷୟଗୁଡିକ ଏହା, ଯୀଶୁ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କୁ ଉପବାସ ବିଷୟରେ ଦେଇଥିବା ଉତ୍ତରକୁ ସୁଚାଏ #. ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ । #. ତାହାଙ୍କୁ ପ୍ରଣାମ କଲେ ଯିହୁଦୀମାନଙ୍କ ପରମ୍ପରାରେ କେହିଜଣଙ୍କୁ ସମ୍ମାନ ଦେବା ପାଇଁ ଏକ ମାଧ୍ୟମ ଅଟେ #. ଆସ ଏବଂ ତାହା ଉପରେ ହସ୍ତାର୍ପଣ କର, ଏବଂ ସେ ବଂଚିବ ଏହା ଦର୍ଶାଏ ଯେ ଯିହୁଦୀ ଅଧ୍ୟକ୍ଷ ବିଶ୍ଵାସ କଲେ ଯେ ଯୀଶୁଙ୍କ ପାଖରେ ଶକ୍ତି ଅଛି ଯେ ତାହାର ଝିଅକୁ ପୁନର୍ବାର ଜୀବନକୁ ଫେରାଇ ଆଣିବେ #. ତାଙ୍କ ଶିଷ୍ୟମାନେ "ଯୀଶୁଙ୍କ ଶିଷ୍ୟମାନେ"