Door43-Catalog_or_tn/MAT/09/17.md

3.1 KiB

ଯୀଶୁ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କ ଦ୍ଵାରା ପଚାରଯାଇଥିବା ପ୍ରଶ୍ନର ଉତ୍ତର ଦେବାରେ ଅବିରତ କରନ୍ତି #.କୌଣସି ଲୋକ ନୁଆଁ ଦ୍ରାକ୍ଷାରସକୁ ପୁରୁଣା କୁମ୍ପାରେ ରଖନ୍ତି ନାହିଁ ଏହା ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେବା ନିମନ୍ତେ ଏକ ରୁପକ କିମ୍ବା ଉପମା ଅଟେ, ଯାହା "କାହିଁକି ଆମ୍ଭେମାନେ ଏବଂ ଫାରୁଶୀୟମାନେ ସବୁବେଳେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ ?" (ଦେଖନ୍ତୁ:ରୁପକ) #. ଆଉ ଲୋକମାନେ ରଖନ୍ତି ନାହିଁ "କେହିହେଲେ ଢାଳନ୍ତି ନାହିଁ" (UDB) କିମ୍ବା "ଲୋକମାନେ କେବେହେଲେ ଢାଳନ୍ତି ନାହିଁ"

ନୁଆଁ ଦ୍ରାକ୍ଷାରସ

"ଅଙ୍ଗୁର ରସ" ଏହା ସେହି ଦ୍ରାକ୍ଷାରସକୁ ସୁଚାଏ ଯାହା ଏପର୍ଯ୍ୟନ୍ତ କିଣ୍ଵନ କରାଯାଇନାହିଁ ଯଦି । ଆପଣଙ୍କ ଅଂଚଳରେ ଅଙ୍ଗୁର ଅଜଣା ଅଟେ, ଫଳ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର ପୁରୁଣା କୁମ୍ପା ଏହା ସେହି କୁମ୍ପାଗୁଡିକୁ ସୁଚାଏ ଯାହାକୁଅନେକ ଥର ବ୍ୟବହାର କରାଯାଇଅଛି । #. କୁମ୍ପାଗୁଡିକ ଏହିଗୁଡିକ ପଶୁମାନଙ୍କର ଚମଡାରୁ ତିଆରି ହୋଇଥାଏ ଏଗୁଡିକୁ “ଦ୍ରାକ୍ଷା କୁମ୍ପା” କିମ୍ବା “ଚମଡା କୁମ୍ପା” ବୋଲି କୁହାଯାଇପାରେ । #. ଚମଡାଗୁଡିକ ଫାଟିଯାଏ ଯେତେବେଳେ ନୁଆଁ ନୁଆଁ ଦ୍ରାକ୍ଷାରସ କିଣ୍ଵନ ହୁଏ ଏବଂ ପ୍ରସାରିତ ହୁଏ, ସେଗୁଡିକ ଚିରି ବାହାରିଯାଏ କାରଣ ସେଗୁଡିକ ଆଉ କେବେହେଲେ ବିସ୍ତାରିତ ହୋଇପାରିବ ନାହିଁକାରଣ ସେଗୁଡିକ ଆଉ କେବେହେଲେ ବିସ୍ତାରିତ ହୋଇପାରିବ ନାହିଁ । #. ନଷ୍ଟ ହୋଇଯାଏ “କ୍ଷତି ହୁଏ” (UDB) #. ତଟକା ଦ୍ରାକ୍ଷାରସ “ନୁତନ ଦ୍ରାକ୍ଷାରସ” କିମ୍ବା “ନୁତନ ଦ୍ରାକ୍ଷାର ବସ୍ତା” ଏହା ଦ୍ରାକ୍ଷାକୁମ୍ପାକୁ ସୁଚାଏ ଯାହା କେବେହେଲେ ବ୍ୟବହୃତ ହୋଇନାହିଁ