Door43-Catalog_or_tn/MAT/09/14.md

1.8 KiB

ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ ଏହି ବିଷୟରେ ଯୋହନଙ୍କ ଶିଷ୍ୟମାନେ ପ୍ରଶ୍ନ ପଚାରନ୍ତି । ବାହାଘରରେ ବରଯାତ୍ରୀମାନେ ଶୋକରେ ଥାଇପାରନ୍ତି କି....ସେମାନଙ୍କ ? ବାହାଘରର ବରଯାତ୍ରୀମାନେ କେବେହେଲେ ଉପବାସ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ବର ସେମାନଙ୍କ ସହିତ ଅଛନ୍ତି (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ବାହାଘରର ବରଯାତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିଆମନ୍ତେ ଏକ ରୁପକ ଅଟେ (ଦେଖନ୍ତୁ:ରୁପକ) #. ବର ବର୍ତ୍ତମାନ ମଧ୍ୟ ସେମାନଙ୍କ ସହିତ ଅଛନ୍ତି.....ଯେତେବେଳେ ବର ସେମାନଙ୍କ ଠାରୁ କାଢିନିଆଯିବ “ବର” ଯୀଶୁ ଅଟନ୍ତି, ଯିଏ ଏବେ ମଧ୍ୟ ଜୀବିତ ଅଟନ୍ତି ଏବଂ ସେହିପରି “ତାହାଙ୍କ ଶିଷ୍ୟମାନଙ୍କ” ସହିତ ଅଛନ୍ତି (ଦେଖନ୍ତୁ:ରୁପକ) #. ବରକୁ କାଢିନିଆଯିବ “କେହିଜଣେ ବରକୁ ନେଇଯିବେ” ଏହା ହତ୍ୟା ହେବାର ଏକ ରୁପକ ଅଟେ (ଦେଖନ୍ତୁ:ରୁପକ, କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଶୋକିତ ହେବା “ଦୁଃଖିତ ହେବା... ଦୁଃଖ କରିବା” (UDB)