Door43-Catalog_or_tn/MAT/09/12.md

1.4 KiB

ଏହି ଘଟଣାଗୁଡିକ ମାଥିଉ କରଗ୍ରାହୀଙ୍କ ଗୃହରେ ଘଟିଥିଲା #. ଯେତେବେଳେ ଯୀଶୁ ଏହା ଶୁଣିଲେ "ଏହା" ଫାରୁଶୀମାନେ ଯୀଶୁ କରଗ୍ରାହୀ ଏବଂ ପାପୀମାନଙ୍କ ସହିତ ଖାଇବା ବିଷୟରେ ପଚାରିଥିବା ପ୍ରଶ୍ନକୁ ସୁଚାଏ #. ଲୋକମାନେ ଯେଉଁମାନେ ଶରୀରରେ ବଲବାନ୍ ଅଟନ୍ତି "ଲୋକମାନେ ଯେଉଁମାନେ ସ୍ଵାସ୍ଥ୍ୟବାନ ଅଟନ୍ତି" (ଦେଖନ୍ତୁ: ରୁପକ) #. ବୈଦ୍ୟ "ଡାକ୍ତର" (UDB) #. ଲୋକମାନେ ଯେଉଁମାନେ ଅସୁସ୍ଥ ଥାଆନ୍ତି ଜଣଙ୍କର ଆବଶ୍ୟକ ଥାଏ "ଲୋକମାନେ ଯେଉଁମାନେ ଅସୁସ୍ଥ ଥାଆନ୍ତି ଡାକ୍ତରଙ୍କ ଆବଶ୍ୟକ ହୋଇଥାଏ" #. ତୁମ୍ଭେମାନେ ଯାଇ ଏହା ଜାଣିବା ଉଚିତ୍ ଯେ ଏହାର ଅର୍ଥ କଅଣ ଅଟେ "ତୁମ୍ଭେମାନେ ଏହାର ଅର୍ଥକୁ ଯାଇ ଶିଖିବା ଉଚିତ୍" #. ତୁମ୍ଭେମାନେ ଯିବା ଉଚିତ୍ "ତୁମ୍ଭେମାନେ" ଫାରୁଶୀୟମାନଙ୍କୁ ସୁଚାଏ