Door43-Catalog_or_tn/MAT/09/07.md

2.5 KiB

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଶେଷ କରେ । ତା'ପରେ ଯୀଶୁ ଏକ କରଗ୍ରାହୀ ବ୍ୟକ୍ତିକୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହେବା ପାଇଁ ଆହ୍ଵାନ କରୁଛନ୍ତି । #. ସ୍ତୁତି ସେହି ଶବ୍ଦକୁ ବ୍ୟବହାର କର ଯାହା ୫:୧୬ରେ କରିଥିଲ । #. ଏପରି ଅଧିକାର ପାପକୁ କ୍ଷମା କରିବାକୁ ଘୋଷଣା କରିବାର ଅଧିକାର । #ମାଥିଉ.... ତାହାଙ୍କୁ.... ସେ ମଣ୍ଡଳୀ ପରମ୍ପରା କୁହେ ଯେ ଏହି ମାଥିଉ ଏହି ସୁସମାଚାରର ଲେଖକ ଅଟନ୍ତି, କିନ୍ତୁ ପାଠ୍ୟ "ତାହାକୁ" ଏବଂ "ସେ" ରୁ "ମୋତେ" ଏବଂ "ମୁଁ" ର ସର୍ବନାମ ବଦଳିବା ପାଇଁ କୌଣସୀ କାରଣ ଦେଉନାହିଁ । #. ସେ ତାହାକୁ କହିଲେ
"ଯୀଶୁ ମାଥିଉକୁ କହିଲେ" #. ଯେତେବେଳେ ଯୀଶୁ ସେହି ସ୍ଥାନ ଦେଇ ଯାଉଥିଲେ ଏହି ବାକ୍ୟାଂଶ ଘଟଣାର ଆରମ୍ଭକୁ ସୁଚାଇବା ପାଇଁ “ଆଉଦେଖ” ଶବ୍ଦ ୯:୮ରେ ସହିତ ବ୍ୟବହାର କରାଯାଇଅଛି ଯଦି ଆପଣଙ୍କ ଭାଷାରେ ଏହାକୁ କରିବାର ପ୍ରକ୍ରିୟା ଅଛି, ଆପଣ ତାହା ଏହି ସ୍ଥାନରେ କରିପାରନ୍ତି । #. ଦେଇ ଯାଉଥିଲେ ଯିବା ଶବ୍ଦ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର । ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ଉଚ୍ଚ ଭାଗକୁ କିମ୍ବା ନିମ୍ନ ଭାଗକୁ କିମ୍ବା କାଫରନହୁମକୁ କିମ୍ବା ଦୁରକୁ ଯାତ୍ରା କରୁଥିଲେ । #. ସେ ଉଠିଲେ ଏବଂ ତାହାଙ୍କ ଅନୁସରଣ କଲେ “ମାଥିଉ ଉଠିଲେ ଏବଂ ଯୀଶୁଙ୍କ ଅନୁସରଣ କଲେ” ଏକ ଶିଷ୍ୟ ଭାବରେ (ଦେଖନ୍ତୁ UDB), କେବଳ ଯୀଶୁଙ୍କ ପରବର୍ତ୍ତୀ ଲକ୍ଷ୍ୟ ସ୍ଥଳ ନିମନ୍ତେ ନୁହେଁ