Door43-Catalog_or_tn/MAT/09/01.md

2.3 KiB

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଆରମ୍ଭ କରେ #. ଯୀଶୁ ନୌକାରେ ପ୍ରବେଶ ପ୍ରବେଶ କଲେ ହୋଇପାରେ ଶିଷ୍ୟମାନେ ଯୀଶୁଙ୍କ ସହ ଗଲେ (ଦେଖନ୍ତୁ:UDB)

ଏକ ନୌକା

ହୁଏତ ସେ ସମାନ ନୌକା ଯାହା ୮:୨୩ ରେ ଅଛି ସନ୍ଦେହକୁ ପରିବର୍ଜନ କରିବା ପାଇଁ ଆବଶ୍ୟକ ପଡେ ତେବେ ନିର୍ଦ୍ଧିଷ୍ଟ କରନ୍ତୁ #. ତାହାଙ୍କ ଆପଣା ନଗରକୁ ଆସିଲେ
"ସେହି ନଗର ଯେଉଁଠାରେ ସେ ରହୁଥିଲେ" (UDB) #. ଆଉ ଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ । #. ସେମାନେ....ସେମାନଙ୍କର ସେମାନେ ଯେଉଁମାନେ ପକ୍ଷଘାତ ରୋଗୀକୁ ଯୀଶୁଙ୍କ ନିକଟକୁ ଆଣିଲେ ଏଥିରେ ପକ୍ଷଘାତ ରୋଗୀ ମଧ୍ୟ ଅନ୍ତର୍ଭୁକ୍ତ ଅଟେ #. ପୁତ୍ର ସେ ବ୍ୟକ୍ତିଟି ଯୀଶୁଙ୍କର ପ୍ରକୃତ ସନ୍ତାନ ନଥିଲା ଯୀଶୁ ତାହାକୁ ଭଦ୍ର ଭାବରେ କଥା କହୁଥିଲେ ଯଦି ଏହା ସନ୍ଦେହ ଅଟେ, ଏହା ମଧ୍ୟ ଏପରି ଅନୁବାଦ କରାଯାଇପାରିବ “ମୋହର ବନ୍ଧୁ” କିମ୍ବା “ଯୁବକ ବ୍ୟକ୍ତି,” କିମ୍ବା ତଥାପି ବାଦ୍ ଦିଆଯାଇଅଛି #. ତୁମ୍ଭର ପାପ କ୍ଷମା ହୋଇଅଛି “ଈଶ୍ଵର ତୁମ୍ଭର ପାପ କ୍ଷମା କରିଅଛନ୍ତି” କିମ୍ବା “ମୁଁ ତୁମ୍ଭର ପାପ କ୍ଷମା କରିଅଛି”