Door43-Catalog_or_tn/MAT/08/23.md

2.1 KiB
Raw Permalink Blame History

ଏହା ଯୀଶୁ ଝଡକୁ ଶାନ୍ତ କରିବାର ବିବରଣୀର ଆରମ୍ଭ କରେ #. ନୌକାରେ ପ୍ରବେଶ କଲେ “ଯୀଶୁ ନୌକାରେ ବସିଲେ” #. ତାହାଙ୍କ ଶିଷ୍ୟମାନେ ଅନୁସରଣ କଲେ “ଶିଷ୍ୟ” ଏବଂ “ଅନୁସରଣ” ନିମନ୍ତେ ସମାନ ଶବ୍ଦଗୁଡିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଯେପରି ତୁମ୍ଭେ (୮:) ରେ ବ୍ୟବହାର କରିଥିଲ
#. ଆଉ ଦେଖ ଏହା ବୃହତ୍ କାହାଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି #. ସେଠାରେ ଏକ ପ୍ରବଳ ଝଡ ହେଲା “ସମୁଦ୍ରରେ ଏକ ପ୍ରବଳ ଝଡ ହେଲା” #. ଯେଉଁଦ୍ଵାରା ତରଙ୍ଗଗୁଡିକ ନୌକାଟି ଆଚ୍ଛାଦିତ ହେଲା “ଯେଉଁଦ୍ଵାରା ତରଙ୍ଗଗୁଡିକ ନୌକାଟିକୁ ଆଚ୍ଛାଦିତ କଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଉଠାଇଲେ, କହିଲେ, “ଆମ୍ଭମାନଙ୍କୁ ରକ୍ଷା କର” ସେମାନେ କେବଳ “ଆମ୍ଭମାନଙ୍କୁ ରକ୍ଷା କର” ଶବ୍ଦ ଦ୍ଵାରା ତାହାଙ୍କୁ ଉଠାଇଲେ ନାହିଁ ସେମାନେ “ତାହାଙ୍କୁ ଉଠାଇଲେ” ଏବଂ ତା’ ପରେ “କହିଲେ, ‘ଆମ୍ଭକୁ ରକ୍ଷା କର’ “ #. ଆମ୍ଭେମାନେ ବିନଷ୍ଟ ହେବାକୁ ଯାଉଅଛୁ “ଆମ୍ଭେମାନେ ବନଷ୍ଟ ହେଉଅଛୁ”