Door43-Catalog_or_tn/MAT/08/18.md

2.3 KiB

ଯୀଶୁ ବୁଝାଉଥିଲେ ଯାହା ସେ ତାହାଙ୍କ ଅନୁସରଣକାରୀଙ୍କଠାରୁ ଇଚ୍ଛା କରୁଥିଲେ #. ସେ, ତାହାଙ୍କୁ ଏହିଗୁଡିକ ୮:୧୯ରେ ଯୀଶୁଙ୍କୁ ସୁଚାଏ #. ସେ ନିର୍ଦ୍ଦେଶ ଦେଉଥିଲେ
"ସେ ସେମାନଙ୍କୁ କହୁଥିଲେ ଯେ କ'ଣ କରିବେ" #. ତା' ପରେ ଯୀଶୁ "ନିର୍ଦ୍ଦେଶ ଦେଲା" ପରେ କିନ୍ତୁ ସେ ନୌକାରେ ବସିବା ପୁର୍ବରୁ (ଦେଖନ୍ତୁ:UDB) #. ଯେଉଁଠାରେ ହେଲେ ମଧ୍ୟ "କୌଣସୀ ସ୍ଥାନକୁ" #. କୋକିଶିଆଳିର ଗାତ ଅଛି, ଏବଂ ଆକାଶର ପକ୍ଷୀମାନଙ୍କର ବସା ଅଛି ଏହି ପ୍ରଭାବିତ ଶୀର୍ଷକରେ ପଶୁମାନେ ବିସ୍ତାର ସ୍ଥାନର ବନ୍ୟପଶୁମାନଙ୍କର ପ୍ରତିନିଧି କରେ (ଦେଖନ୍ତୁ:ପ୍ରଭାବିତ ଶୀର୍ଷକ) #. କୋକିଶିଆଳି କୋକିଶିଆଳି କୁକୁରମାନଙ୍କ ପରି ପଶୁ ଅଟେ ଯେ ପକ୍ଷୀମାନଙ୍କୁ ଏବଂ ଅନ୍ୟ ଛୋଟ ପଶୁମାନଙ୍କୁ ଖାଇଥାଏ ଯଦି ଆପଣଙ୍କ ସ୍ଥାନରେ କୋକିଶିଆଳି ଅଜଣା ଅଟେ, କୁକୁରମାନଙ୍କ ପରି କିମ୍ବା ଅନ୍ୟ ଲୋମଶ ପଶୁମାନଙ୍କ ଏକ ସାଧାରଣ ଶବ୍ଦକୁ ପ୍ରୟୋଗ କର (ଦେଖନ୍ତୁ:ଅଜଣା ଅନୁବାଦ) ଗାତଗୁଡିକ କୋକିଶିଆଳିମାନଙ୍କ ନିମନ୍ତେ ଭୁଇଁରେ ବାସ କରିବା ପାଇଁ ଗାତ ଅଛି ଯଥା ଶବ୍ଦକୁ ବ୍ୟବହାର କର ଯେଉଁଠାରେ ପଶୁମାନେ “କୋକିଶିଆଳି” ବାସ ସ୍ଥାନ ନିମନ୍ତେ ବ୍ୟବହାର କର #. ତାହାଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ “ଶୋଇଵ ପାଇଁ କୌଣସୀ ସ୍ଥାନ ନାହିଁ” (ଦେଖନ୍ତୁ: ବାକ୍ୟାଂଶ)