Door43-Catalog_or_tn/MAT/08/16.md

2.7 KiB

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ସନ୍ଧ୍ୟା UDBମାର୍କ ୧:୩୦ରୁ ଅନୁମାନ କରେ ଯେ ଯୀଶୁ କାଫରନହୁମରେ ବିଶ୍ରାମ ଦିନରେ ପହଁଚିଲେ କାରଣ ଯିହୁଦୀମାନେ ବିଶ୍ରାମ ଦିନରେ କାମ କିମ୍ବା ଯାତ୍ରା କରନ୍ତି ନାହିଁ, ସେମାନେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଯୀଶୁଙ୍କ ନିକଟକୁ ଲୋକମାନଙ୍କୁ ଆଣିବା ପାଇଁ ଅପେକ୍ଷା କଲେ ତୁମ୍ଭକୁ ବିଶ୍ରାମ ଦିନ ଉଲ୍ଲେଖ କରିବାର ଆବଶ୍ୟକ ନାହିଁ ଯେପର୍ଯ୍ୟନ୍ତ ତୁମ୍ଭେ ଭୁଲ୍ ଅର୍ଥକୁ ପରିବର୍ଜନ କରିବାର ଆବଶ୍ୟକ ନ ପଡେ #. ସେ ଏକ ଶବ୍ଦରେ ଆତ୍ମାଗୁଡିକୁ ତଡି ଦେଲେ
ଏହା ଏକ ଅତ୍ୟୁକ୍ତି ଅଟେ ଯୀଶୁ ଗୋଟିଏ ଶବ୍ଦରୁ ଅଧିକ ଶବ୍ଦ କହିପାରିଥାନ୍ତେ ଏହା ଏପରି ଅନୁବାଦ କରାଯାଇପାରେ “ଯୀଶୁଙ୍କୁ ଥରେ କହିବାକୁ ପଡୁଥିଲା ଏବଂ ଭୁତଗୁଡିକ ବ୍ୟକ୍ତିକୁ ଛାଡି ଚାଲିଯାଉଥିଲେ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ) #. ସମ୍ପୁର୍ଣ୍ଣ ହେଲା ଯାହା ଯିଶାଇୟ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା “ଯୀଶୁ ଭାବବାଣୀକୁ ସମ୍ପୁର୍ଣ କଲେ ଯାହା ଈଶ୍ଵର ଯିଶାଇୟ ଭାବବାଦୀଙ୍କୁ ଇସ୍ରାଏଲୀୟମାନଙ୍କୁ ପ୍ରକାଶ କରିବାକୁ କହିଥିଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯେ ଯାହା ଯିଶାଇୟ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା “ଯାହା ଯିଶାଇୟ କହିଥିଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଆମ୍ଭମାନଙ୍କ ରୋଗଗୁଡିକୁ ଏବଂ ଆମ୍ଭମାନଙ୍କ ଦୁର୍ବଳତାକୁ ବହାଂ କରିନେଲେ “ଲୋକମାନଙ୍କୁ ରୋଗରୁ କୁକ୍ତ କଲେ ଏବଂ ସେମାନଙ୍କୁ ଭଲ କଲେ” (ଦେଖନ୍ତୁ:ଦୁଇ ଅଂଶ ଯୁକ୍ତ)