Door43-Catalog_or_tn/MAT/08/11.md

4.0 KiB

ଯୀଶୁ ଶତ ସେନାପତିଙ୍କ ଦାସଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ତୁମ୍ଭେମାନେ ଏହା "ସେମାନଙ୍କୁ ଯେଉଁମାନେ ତାହାଙ୍କୁ ଅନୁସରଣ କରୁଥିଲେ" ସୁଚାଏ (୮:୧୦) ଏବଂ ଏହା ବହୁବଚନ ଅଟେ #. ପୁର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହା ଏକ ପ୍ରଭାବିତ ଶୀର୍ଷକ (ଆଳଙ୍କାରିକ) ଅଟେ: ସମସ୍ତସ୍ଥାନରେ ଦିଆଯାଇଥିବା ବିନ୍ଦୁରେ ପୁର୍ବ ନୁହେଁ ଯାହା ପଶ୍ଚିମ ଅଟେ ଏହାକୁ ଏପରି ଅନୁବାଦ କରାଯାଇପାରେ "ସମସ୍ତ ସ୍ଥାନଠାରୁ" କିମ୍ବା "ପ୍ରତ୍ୟେକ ଦିଗରେ ଦୁର ସ୍ଥାନରୁ" (ଦେଖନ୍ତୁ:ପ୍ରଭାବିତ ଶୀର୍ଷକ ଆଳଙ୍କାରିକ) #. ଭୋଜନରେ ବସିବେ ସେହି ପରମ୍ପରାରେ ଲୋକମାନେ ଖାଇବା ସମୟରେ ମେଜ ନିକଟରେ ଶୋଇପଡ଼ନ୍ତି ଏହି ପରମ୍ପରା ପରିବାର ଏବଂ ବନ୍ଧୁମାନଙ୍କ ପରି ପରସ୍ପର ବଂଚିବା ପାଇଁ ଏକ ଲକ୍ଷଣସୁଚକ ଶବ୍ଦ ଭାବରେ ବ୍ୟବହାର କରାଯାଇଅଛି ଏହାକୁ ଏପରି ଅନୁବାଦ କରାଯାଇପାରେ "ପରିବାର ଏବଂ ବନ୍ଧୁମାନଙ୍କ ସହିତ ପରସ୍ପର ବାସ କରିବ" (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ରାଜ୍ୟର ସନ୍ତାନମାନେ ବାହାରେ ପକାଯିବେ "ଈଶ୍ଵର ରାଜ୍ୟର ସନ୍ତାନମାନଙ୍କୁ ବାହାର କରିବେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ରାଜ୍ୟର ସନ୍ତାନମାନେ “ର ସନ୍ତାନମାନେ” ବାକ୍ୟାଂଶ ସେମାନଙ୍କୁ ସୁଚାଏ ଯେଉଁମାନେ କୌଣସସୀ ବିଷୟର ଅନ୍ତର୍ଭୁକ୍ତ ଅଟନ୍ତ, ଏହି ସ୍ଥାନରେ ଈଶ୍ଵର ଙ୍କ ରାଜ୍ୟ ଅଟେ ଏହି ସ୍ଥାନରେ ମଧ୍ୟ ଶ୍ଲେଷଭାଷା ଅଛି ଯେହେତୁ “ସନ୍ତାନମାନଙ୍କୁ ବାହାର କରାଯିବ ଏବଂ ଅପରିଚିତମାନଙ୍କୁ ସ୍ଵାଗତ କରାଯିବ ଏହାକୁ ଏପରି ଅନୁବାଦ କରାଯାଇପାରେ “ସେମାନେ ଯେଉଁମାନେ ସେମାନଙ୍କ ଉପରେ ଶାସନ କରିବାକୁ ଅନୁମତି ଦେବେ” (ଦେଖନ୍ତୁ UDB) (ଦେଖନ୍ତୁ: ବୈଶିଷ୍ଟ୍ୟ) #. ବାହାର ଅନ୍ଧକାର ଏହି ଅଭିବ୍ୟକ୍ତି ସେମାନଙ୍କୁ ଯେଉଁମାନେ ଈଶ୍ଵରଙ୍କୁ ତୁଚ୍ଛ ମନେ କରନ୍ତି ଅନନ୍ତ ଲକ୍ଷ୍ୟସ୍ଥଳକୁ ସୁଚାଏ “ଈଶ୍ଵରଙ୍କ ଠାରୁ ଦୁରରେ ଅନ୍ଧକାରରେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ତୁମ୍ଭ ପ୍ରତି ସେହିପରି ଘଟୁ “ତେବେ ମୁଁ ତୁମ୍ଭ ପ୍ରତି ସେହିପରି କରିବି” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେହି ଦାସ ସୁସ୍ଥ ହେଲା “ଜିଶୁ ସେହି ଦାସକୁ ସୁସ୍ଥ କଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେହି ଦଣ୍ଡରେ “ସେହି ଠିକ ସମୟରେ ଯୀଶୁ କହିଲେ ସେ ଦାସକୁ ସୁସ୍ଥ କଲେ”