Door43-Catalog_or_tn/MAT/07/21.md

1.3 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯେକେହି ମୋହର ପିତାଙ୍କର ଇଚ୍ଛାକୁ ପୁର୍ଣ୍ଣ କରେ "ଯେକେହି ମୋହର ପିତା ଯାହା ଇଚ୍ଛା କରନ୍ତି ସାଧନ କରେ" #. ଆମ୍ଭେମାନେ ଏହା ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ ।(ଦେଖନ୍ତୁ: ବିଶେଷ) #. ସେ ଦିନରେ ଯୀଶୁ କେବଳ କହିଲେ "ସେହି ଦିନ" କାରଣ ସେ ଜାଣିଥିଲେ ଯେ ତାଙ୍କ ଶ୍ରୋତାମାନେ ବୁଝହିପାରିବେ ଯେ ସେ ବିଚାର ଦିନକୁ ସୁଚିତ କରୁଛନ୍ତି ତୁମ୍ଭେ ଏହି ଘଟଣାକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ (ଯେପରି UDBରେ ଅଛି) କେବଳ ଯଦି ତୁମ୍ଭର ପାଠକମାନେ ବୁଝିନପାରନ୍ତି ଯେ ଯୀଶୁଙ୍କ ଶ୍ରୋତାମାନେ ଜଆନିଥିଲେ ଯୀଶୁ କେଉଁ ଦିନ ବିଷୟରେ କଥା ହେଉଛନ୍ତି ।