Door43-Catalog_or_tn/MAT/07/18.md

1.7 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ପ୍ରତ୍ୟେକ ବୃକ୍ଷ ଯାହା ଉତ୍ତମ ଫଳ ଫଳେ ନାହିଁ କଟାଯିବ ଏବଂ ଅଗ୍ନିରେ ପକାଯିବ ଯୀଶୁ ନିରନ୍ତର ଭାବରେ ଫଳ ଗଛକୁ ମନ୍ଦ ଭାବବାଦୀମାନଙ୍କୁ ସୁଚିତ କରିବା ପାଇଁ ବ୍ୟବହାର କରୁଛନ୍ତି ।ଏଠାରେ ସେ ଉକ୍ତ କରୁଛନ୍ତି ଯେ ମନ୍ଦ ବୃକ୍ଷଗୁଡିକୁ କ’ଣ ହେବ ଏହା ସୁଚିତ କରାଯାଇଅଛି ଯେ ମନ୍ଦ ଭାବବାଦୀମାନଙ୍କୁ ସେପରି ଘଟିବ ।(ଦେଖନ୍ତୁ: ରୁପକ, ସ୍ପଷ୍ଟ ଏବଂ ଅସ୍ପଷ୍ଟ ସୁଚନା) #. ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ଜାଣିପାରିବ “ସେମାନଙ୍କ ଫଳଗୁଡିକ” ଭାବବାଦୀମାନଙ୍କୁ ଅଥବା ବୃକ୍ଷମାନଙ୍କୁ ସୁଚିତ କରାଯାଇପାରେ ।ଏବଂ ଭାବବାଦୀମାନଙ୍କ କାର୍ଯ୍ୟ ପ୍ରକାଶ କରିଥାଏ ଯେ ସେମାନେ ଉତ୍ତମ ନା ମନ୍ଦ ଅଟନ୍ତି ।ଯଦି ହୋଇପାରେ ଏହାକୁ ଏପରି ଅନୁବାଦ କର ଯେପରି ଏହା କୌଣସୀ ଜଣକୁ ସୁଚିତ କରୁଥିବ । (ଦେଖନ୍ତୁ: ଅସ୍ପଷ୍ଟତା)