Door43-Catalog_or_tn/MAT/07/15.md

1.8 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ସାବଧାନ ହୁଅ
"ନିଜର ସୁରକ୍ଷାକାରୀ ହୁଅ" #. ସେମାନଙ୍କ ଫଳ ଦ୍ଵାରା ଯୀଶୁ ଭାବବାଦୀମାନଙ୍କ କାର୍ଯ୍ୟ ଦ୍ଵାରା ଗଛଗୁଡିକର ଫଳଗୁଡିକ ସହିତ ତୁଳନା କରୁଥିଲେ । ବିକଳ୍ପ ଅନୁବାଦ: "ସେମାନଙ୍କ କାର୍ଯ୍ୟ ଦ୍ଵାରା ।" (ଦେଖନ୍ତୁ:ରୁପକ) #. କ'ଣ ଲୋକମାନେ ଜମା ହୁଅନ୍ତି.....? "ଲୋକମାନେ ଜମା ହୁଅନ୍ତି ନାହିଁ......." ଯୀଶୁ ଲୋକମାନଙ୍କୁ କଥା ହେଉଛନ୍ତି ଜାଣିଛନ୍ତି ଯେ ଉତ୍ତର ନାହିଁ ଅଟେ ।(ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ଭଲ ବୃକ୍ଷ ଭଲ ଫଳ ଆଣିଥାଏ
ଯୀଶୁ ନିରନ୍ତର ଭାବରେ ଭଲ ଭାବବାଦୀମାନଙ୍କୁ ସୁଚିତ କରିବା ପାଇଁ ଫଳକୁ ଏକ ରୁପକ ଭାବରେ ବ୍ୟବହାର କରିଛନ୍ତି ଯେଉଁମାନେ ଉତ୍ତମ କାର୍ଯ୍ୟ ଏବଂ କଥା ଉପନ୍ନ କରନ୍ତି । #. ମନ୍ଦ ବୃକ୍ଷ ମନ୍ଦ ଫଳ ଆଣିଥାଏ
ଯୀଶୁ ନିରନ୍ତର ଭାବରେ ମନ୍ଦ ଭାବବାଦୀମାନଙ୍କ ନିମନ୍ତେ ଫଳ ଦ୍ଵରା ସୁଚିତ୍ କରୁଛନ୍ତି ଯିଏ ମନ୍ଦ କାର୍ଯ୍ୟ ଏବଂ କଥା ଉତ୍ପନ୍ନ କରେ ।