Door43-Catalog_or_tn/MAT/07/13.md

3.6 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ଯେତେବେଳେ ତୁମ୍ଭେ ଅନୁବାଦ କର, “ସଂକୀର୍ଣ୍ଣ’ ଏବଂ “ପ୍ରଶସ୍ତ” ନିମନ୍ତେ ଉପଯୁକ୍ତ ଶବ୍ଦଗୁଡିକ ବ୍ୟବହାର କରନ୍ତୁ ଯାହା “ସଂକୀର୍ଣ୍ଣ” ଶବ୍ଦଠାରୁ ଭିନ୍ନ ହୋଇପାରେ ଯାହା ଦୁଇ ଦ୍ଵାର ଏବଂ ପଥ ମଧ୍ୟରେ ଭିନ୍ନତା ଆଣିପାରିବ । #. ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର
ତୁମ୍ଭକୁ ଏହା ପଦ ୧୪ର ଶେଷରେ ଘୁଂଚାଇବାକୁ ପଡିବ, “ତେଣୁକରି, ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର ।” #. ଦ୍ଵାର....ପଥ ଏହି ରୁପକ ଅଧିକାଂଶ ଭାବରେ ଲୋକମାନଙ୍କ ଗମନ କରିବାର ଏକ ରୁପକ ଅଟେ “ପଥ”, “ଦ୍ଵାର” କୁ ପହଂଚିବା ଏବଂ ତା’ପରେ “ଜୀବନ” ରେ କିମ୍ବା “ବିନାଶ”ରେ ପ୍ରବେଶ କରିବା (ଦେଖନ୍ତୁ UDB, ରୁପକ) । ଆପଣଙ୍କୁ ଏହାକୁ ଅନୁବାଦ କରିବା ଆବଶ୍ୟକ “ପଥ ପ୍ରଶସ୍ତ ଅଟେ ଯାହା ବିନାଶ ଆଡକୁ କଢାଇଥାଏ ଏବଂ ଦ୍ଵାର ଓସାର ଅଟେ ଯାହା ଦ୍ଵାରା ଲୋକମାନେ ପ୍ରବେଶ କରନ୍ତି ।” ଅନ୍ୟମାନେ ପଥ ଏବଂ ଦ୍ଵାରକୁ ଆଳଙ୍କାରିକ ଭାବରେ, ଯାହାକୁ ପୁନର୍ବାର ସଜାଇବା ଆବଶ୍ୟକ ନାହିଁ । (ଦେଖନ୍ତୁ: hendiadys ଆଳଙ୍କାରିକ ଭାବ) #. ଦ୍ଵାର ଓସାର ଏବଂ ପଥ ପ୍ରଶସ୍ତ...... ସଂକୀର୍ଣ୍ଣ ପଥ ଏବଂ ପଥ ଦୁର୍ଗମ ULB ବିଶେଷଣ ପୁର୍ବରୁ କ୍ରିୟା ପୁର୍ବରୁ ରଖାଯାଏ ଯେଉଁଦ୍ଵାରା ବିଶେଷଣ ମଧ୍ୟରେ ଅନ୍ତରକୁ ଗୁରୁତ୍ଵ ଦେଇପାରିବ ଆପଣଙ୍କ ଅନୁବାଦକୁ ଏପ୍ରକାରେ ଗଠନ କର ଯେପରି ଆପଣଙ୍କ ଭାଷା ବିଶେଷଣରେ ତଫାତ୍ ପାଇପାରିବ । #. ବିନାଶ ଏହା ଲୋକମାନଙ୍କ ବିନାଶ ନିମନ୍ତେ ଏକ ସାଧାରଣ ଶୀର୍ଷକ ଅଟେ ।ଏହି ପ୍ରସଙ୍ଗରେ ଏହା ଆକ୍ଷରିକ ଭାବରେ ଶାରୀରିକ ମୃତ୍ୟୁକୁ ସୁଚାଏ (ଦେଖନ୍ତୁ UDB), ଯାହା ଅନନ୍ତ ମୃତ୍ୟୁ ନିମନ୍ତେ ଏକ ରୁପକ ଅଟେ ।ଏହା ଶାରୀରିକ “ଜୀବନ” ନିମନ୍ତେ ଏକ ବିପରୀତ ଅଟେ ଯାହା ଅନନ୍ତ ଜୀବନ ନିମନ୍ତେ ଏକ ରୁପକ ଅଟେ ।(ଦେଖନ୍ତୁ:ରୁପକ)