Door43-Catalog_or_tn/MAT/07/03.md

2.4 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ଆପଣଙ୍କୁ ସେଗୁଡିକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. କାହିଁକି ତୁମ୍ଭେ ଦେଖୁଅଛ..... କିପରି ତୁମ୍ଭେ କହିପାର ଯୀଶୁ ସେମାନଙ୍କୁ ଆହ୍ଵାନ କରୁଛନ୍ତି ଯେ ପ୍ରଥମେ ସେମାନଙ୍କ ତୃଟି କିମ୍ବା ପାପକୁ ଦେଖିବା ପାଇଁ କହୁଛନ୍ତି ।(ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କୁଟାଟିକକ... କଡିକାଠ ଏହିଗୁଡିକ ଏକ ବ୍ୟକ୍ତିର ନିମ୍ନ ଗୁରୁତ୍ଵ ରୁପକ ଅଟେ ଏବଂ ଅଧିକ ଗୁରୁତ୍ଵ ତୃଟିଗୁଡିକ ।(ଦେଖନ୍ତୁ :ରୁପକ) #. ଭାଇ ଏହା ଏକ ବିଶ୍ଵାସୀକୁ ସୁଚାଏ, ପ୍ରକୃତ ଭାଇକୁ ନୁହେଁ କିମ୍ବା ପ୍ରତିବାସୀକୁ ନୁହେଁ । #. ଆଖି ଏହା ଜୀବନ ନିମନ୍ତେ ଏକ ରୁପକ ଅଟେ । #. କୁଟାଟୀକକ “କଣିକା” (UDB) କିମ୍ବା “କଡିକାଠ” କିମ୍ବା “ଧୁଳିକଣିକା ।” ଏପରି ଏକ ଶବ୍ଦକୁ ବ୍ୟବହାର କର ଯାହା ଲୋକମାନଙ୍କ ଆଖିରେ ସାଧାରଣତଃ ପଡିଥାଏ । #. କାଠଗଣ୍ଡି ଏକ ବୃକ୍ଷର ବୃହତ୍ ଅଂଶ ଯାହା କଟାଯାଇଥିବ, ଏକ କାଠର ଅଂଶ ଯାହା ଏକ ବ୍ୟକ୍ତିର ଆଖିରେ ପ୍ରବେଶ କରିବାକୁ ଅଧିକ ବାଦ ହୋଇଥାଏ ।(ଦେଖନ୍ତୁ: ଅତ୍ୟୁକ୍ତି ଭାବ)