Door43-Catalog_or_tn/MAT/06/27.md

2.0 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ପୁଣି ତୁମ୍ଭମାନଙ୍କ ମଧ୍ୟରୁ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ଡେ ବୃଦ୍ଧି କରିପାରେ ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ ଯେ କେହିହେଲେ ଚିନ୍ତା କରିବା ଦ୍ଵାରା ବଂଚିପାରିବ ନାହିଁ ।(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ଦଣ୍ଡେ ଏକ “ଦଣ୍ଡ” ଏକ ମିଟରର ଅର୍ଦ୍ଧରୁ କମ୍ ଅଟେ ।ଏହି ଘଟଣାରେ ଏହା ଜୀବନର ସମୟକୁ ବୃଦ୍ଧି କରିବା ପାଇଁ ଏକ ରୁପକ ସଦୃଶ ବ୍ୟବହାର କରାଯାଇଅଛି ।(ଦେଖନ୍ତୁ:ବାଇବଲ ସମ୍ବନ୍ଧୀୟ ଦୁରତା ଏବଂ ରୁପକ) #. ଏବଂ କାହିଁକି ତୁମ୍ଭେମାନେ ପରିଧାନ କରିବା ପାଇଁ ବ୍ୟସ୍ତ ଅଟ ? ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ “ ତୁମ୍ଭେମାନେ କଅଣ ପରିଧାନ କରିବା ବିଷୟରେ ଚିନ୍ତା କରିବା ଉଚିତ୍ ନୁହଁ ।” #. ବିଷୟରେ ଚିନ୍ତା କରିବା “ମନେ କରିବା” #. ପୁଷ୍ପଗୁଡିକ ଏକ ପ୍ରକାର ବନ୍ୟ ପୁଷ୍ପ