Door43-Catalog_or_tn/MAT/06/22.md

4.5 KiB
Raw Permalink Blame History

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ପଡିବ । ଚକ୍ଷୁ ଶରୀରର ପ୍ରଦୀପ ଅଟେ “ପ୍ରଦୀପ ପରି” ଚକ୍ଷୁ ସମସ୍ତ ବିଷୟ ସ୍ପଷ୍ଟ ଦେଖିବାକୁ ସାହାଯ୍ୟ କରିଥାଏ” । (ଦେଖନ୍ତୁ:ରୁପକ) #. ଯଦି ଆପଣଙ୍କ ଚକ୍ଷୁ ନିର୍ମଳ, ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ “ଯଦି ଆପଣଙ୍କ ଚକ୍ଷୁ ସ୍ଵାସ୍ଥ୍ୟଜନକ ଅଟେ, ଯଦି ଆପଣ ଉତ୍ତମ ରୁପେ ଦେଖିପାରନ୍ତି, ତେବେ ଆପଣଙ୍କ ସମସ୍ତ ଶରୀର ଭଲଭାବରେ କାର୍ଯ୍ୟ କରିଥାଏ ।ତାହା ହେଉଛି ଆପଣ ଭଲ ଭାବରେ ଚାଲିପାରିବେ, କାର୍ଯ୍ୟ କରିପାରିବେ ଇତ୍ୟାଦି.. ।ଏହା ବିଷୟଗୁଡିକ ଦେଖିବା ପାଇଁ ଏକ ରୁପକ ଅଟେ ଯେପରି ଈଶ୍ଵର ଦେଖନ୍ତି, ବିଶେଷ ଭାବରେ ଉଦାରତା ଏବଂ ଲୋଭ କରିବା ପରିସ୍ଥିତିଗୁଡିକରେ (ଦେଖନ୍ତୁ: UDB) । #. ଚକ୍ଷୁ ଆପଣଙ୍କୁ ଏହାକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. ଆଲୋକରେ ପରିପୁର୍ଣ୍ଣ ହେଲା ଏହା ବୁଝିବା ପାଇଁ ରୁପକ ଅଟେ । #. ଯଦି ଆପଣଙ୍କ ଚକ୍ଷୁ ମନ୍ଦ ଅଟେ
ଏହା ଯାଦୁକୁ ସୁଚିତ କରେ ନାହିଁ ।ବିକଳ୍ପ ଅନୁବାଦ: ବିକଳ୍ପ ଅନୁବାଦ: “ଈଶ୍ଵର ଯେପରି ବିଷୟଗୁଡିକ ଦେଖନ୍ତି, ତୁମ୍ଭେମାନେ ସେଗୁଡିକ ଦେଖ ନାହିଁ ।” ଏହା ଲୋଭ ନିମନ୍ତେ ମଧ୍ୟ ଏକ ରୁପକ ଅଟେ ।(ଦେଖନ୍ତୁ: UDB କିପରି ତୁମ୍ଭେମାନେ ଲୋଭଗ୍ରସ୍ତ ହେବ ଏବଂ :୧୫) । #. #. ଆଲୋକ ଯାହା ତୁମ୍ଭମାନଙ୍କଠାରେ ଅଛି ପ୍ରକୃତ ଅନ୍ଧକାରରେ ଅଛି
“ଯାହା ତୁମ୍ଭେ ଆଲୋକ ବୋଲି ଚିନ୍ତା କର ତାହା ପ୍ରକୃତରେ ଅନ୍ଧକାର ଅଟେ ।” ଏହା ଚିନ୍ତା କରିବା ପାଇଁ ଏକ ରୁପକ ଅଟେ ଜଣେ ଦେଖିଥାଏ ଯେପରି ଈଶ୍ଵର ସେଗୁଡିକୁ ଦେଖିଥାନ୍ତି ଯେତେବେଳେ ଅନ୍ୟ ଜଣେ ଦେଖେ ନାହିଁ । #. କେତେ ବିରାଟ ଅଟେ ସେହି ଅନ୍ଧକାର
ଅନ୍ଧକାରରେ ରହିବା ମନ୍ଦ ଅଟେ ।ଅନ୍ଧକାରରେ ରହିବା ଏବଂ ଆଲୋକରେ ଅଛି ବୋଲି ଚିନ୍ତା କରିବା ଅତି ମନ୍ଦ ଅଟେ । #. କାରଣ ସେ ଜଣକୁ ଘୃଣା କରିଵ ଏବଂ ଅନ୍ୟ ଜଣକୁ ପ୍ରେମ କରିବ, କିମ୍ବା ଜଣକ ପ୍ରତି ଅନୁରକ୍ତ ହେବ ଏବଂ ଅନ୍ୟ ଜଣକ ପ୍ରତି ଅବଜ୍ଞା କରିବ
ଏହି ଦୁଇଟି ବାକ୍ୟାଂଶ ଗୋଟିଏ ସମସ୍ୟାକୁ ସୁଚାଏ
ପ୍ରେମ କରିବାକୁ ଅସମର୍ଥ ଏବଂ ଈଶ୍ଵର ଏବଂ ଧନକୁ ଏକା ସମୟରେ ପ୍ରେମ କରିବା ।(ଦେଖନ୍ତୁ: ସାଦୃଶ୍ୟ) #. ତୁମ୍ଭେ ଈଶ୍ଵର ଏବଂ ଧନର ସେବା କରିପାରିବ ନାହିଁ “ଏକା ସମୟରେ ତୁମ୍ଭେ ଈଶ୍ଵର ଏବଂ ଧନକୁ ଉପାସନା କରିପାରିବ ନାହିଁ"