Door43-Catalog_or_tn/MAT/06/11.md

1.1 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. "ଆମ୍ଭର," "ଆମ୍ଭମାନଙ୍କୁ" ଏବଂ "ଆମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଜନଗହଳିକୁ ସୁଚାଏ ଯେଉଁମାନଙ୍କୁ ଯୀଶୁ ସମ୍ବୋଧନ କରୁଛନ୍ତି ।(ଦେଖନ୍ତୁ: ବିଶେଷ) #. ଅପରାଧଗୁଡିକ ଏକ ଅପରାଧ ତାହା ଅଟେ ଯାହା ଏକ ବ୍ୟକ୍ତି ଅନ୍ୟଜଣକ ପ୍ରତି ରୁଣୀ ହୋଇଥାଏ ।ଏହା ପାପର ଏକ ରୁପକ ଅଟେ ।(ଦେଖନ୍ତୁ: ରୁପକ) #. ଅପରାଧୀମାନେ ଏକ ଅପରାଧୀ ସେହି ବ୍ୟକ୍ତି ଅଟେ ଯିଏ ଅନ୍ୟଜଣକ ପ୍ରତି ରୁଣୀ ହୋଇଥାଏ ।ଏହା ପାପୀମାନଙ୍କ ନିମନ୍ତେ ରୁପକ ।