Door43-Catalog_or_tn/MAT/05/43.md

2.3 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । କେବଳ "ତୁମ୍ଭେମାନେ ପ୍ରେମ କରିବ......ଏବଂ ତୁମ୍ଭର ଶତ୍ରୁକୁ ଘୃଣା କର" ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ସେଗୁଡିକ ବହୁବଚନରେ ଅନୁବାଦ କରିବାକୁ ପଡିବ "ତୁମ୍ଭ" ଶବ୍ଦର ଅନ୍ୟ ସମସ୍ତ ଘଟଣାଗୁଡିକ ଏପରିକି ଆଦେଶଗୁଡିକ "ପ୍ରେମ" ଏବଂ "ପ୍ରାର୍ଥନା," ବହୁବଚନ ଅଟେ #. ତୁମ୍ଭେମାନେ ଶୁଣିଅଛ ଯାହା ଉକ୍ତ ହୋଇଅଛି ଏହି ଭାବରେ ଅନୁବାଦ କର ଯେପରି ତୁମ୍ଭେ ୫:୩୩ରେ କରିଥିଲ #. "ପ୍ରତିବାସୀ" ଶବ୍ଦଟି ଏକ ପ୍ରକାର ଲୋକଦଳ କିମ୍ବା ଏକ ପ୍ରକାର ସମୁଦାୟକୁ ସୁଚାଏ ଯାହାକୁ ଜଣେ ସାଧାରଣତଃ ଦୟାଳୁ ଭାବରେବ୍ୟବହାର କରିବାକୁ ଇଚ୍ଛା କରେ ଏହା ପଡୋଶୀରେ ରହୁଥିବା ଲୋକମାନଙ୍କୁ କେବଳ ସୁଚାଏ ନାହିଁ ଆପଣମାନଙ୍କୁ ଏହାକୁ ବହୁବଚନରେ ଅନୁବାଦ କରିବାକୁ ପଡିବ #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ସମାନ ପ୍ରକାରେ ଅନୁବାଦ କର ଯେପରି ଆପଣ ୫:୩୨ରେ କରିଥିଲ #. ତୁମ୍ଭେମାନେ ହୋଇପାରେ ତୁମ୍ଭ ପିତାଙ୍କର ସନ୍ତାନମାନ ହୋଇପାର "ତୁମ୍ଭ ପିତାଙ୍କର ସ୍ଵଭାବ ତୁମ୍ଭଠାରେ ହୋଇପାରେ" (ଦେଖନ୍ତୁ: ରୁପକ)