Door43-Catalog_or_tn/MAT/05/40.md

2.2 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ସମସ୍ତ "ତୁମ୍ଭେ" ଏବଂ "ତୁମ୍ଭର" ଏକବଚନ ଅଟେ, ଯେପରି ଆଦେଶଗୁଡିକ ଅଟେ "ଅନୁମତି ଦେବା," ଯାଅ "ଦେବା," ଏବଂ "ପଛ ଘୁଂଚା ହୁଅ ନାହିଁ," କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. ଅଙ୍ଗରଖା..... ବସ୍ତ୍ର "ଅଙ୍ଗରଖା" ଶରୀରର ଅତି ନିକଟରେ ପିନ୍ଧାଯାଉଥିଲା, ଏକ ଭାରୀ ସାର୍ଟ କିମ୍ବା ଗରମ ପୋଷାକ ପରି ।"ଢିଲା ବସ୍ତ୍ର," ଉଷୁମ ପାଇଁ ଏବଂ ରାତ୍ରୀ ସମୟରେ ଗରମ ପାଇଁ କମ୍ବଳ ପରି ଅଧିକ ମୁଲ୍ୟବାନ୍ ଦୁଇବସ୍ତ୍ର, ସେହି "କୋଟ" ଉପରେ ପିନ୍ଧନ୍ତି । #. ସେହି ବ୍ୟକ୍ତିର...ଥାଏ "ସେହି ବ୍ୟକ୍ତିକୁ ଦେଉ ।" #. ଯେକେହି କୌଣସୀ ବ୍ୟକ୍ତି #. ଏକ ମାଇଲ୍ ଏକ ହଜାର ପାହୁଣ୍ଡ, ଏକ ରୋମୀୟ ସୈନିକ ଆପଣା ନିମନ୍ତେ କେହିଜଣକୁ ତାହାର ଜିନିଷ ବହନ କରି ଯାତ୍ରା କରିବା ପାଇଁ ବାଧ୍ୟ କରୁଥିଲା #. ତାହା ସହିତ ଏହା ସେ ଜଣକୁ ସୁଚାଏ ଯିଏ ତୁମ୍ଭକୁ ଯିବା ପାଇଁ ଜୋର୍ କରେ । #. ତାହା ସହିତ ଦୁଇ ମାଇଲ ଯାଅ "ତାହା ସହିତ ସେ କହୁଥିବା ମାଇଲ ଗମନ କର, ତା'ପରେ ଆଉ ଗୋଟିଏ ମାଇଲ୍ ଯାତ୍ରା କର