Door43-Catalog_or_tn/MAT/05/38.md

2.5 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । #. ତୁମ୍ଭେମାନେ ଶୁଣିଅଛ ଯାହା କୁହାଯାଇଅଛି ଏହାକୁ ଅନୁବାଦ କର ଯେପରି ତୁମ୍ଭେ ୫:୩୩ରେ କରିଥିଲ । #. ତୁମ୍ଭେ ଶୁଣିଅଛ "ତୁମ୍ଭେ" ଏକବଚନ ଅଟେ..... #. ଚକ୍ଷୁର ପରିବର୍ତ୍ତେ ଚକ୍ଷୁ, ଦନ୍ତର ପରିବର୍ତ୍ତେ ଦନ୍ତ ଲୋକମାନଙ୍କ ସେତିକି କରିବା ଅନୁମତି ଥିଲା ଯେତିକି ସେମାନଙ୍କ ପ୍ରତି କରାଯାଉଥିଲା, କିନ୍ତୁ କେବଳ ଏକ ସିମା ପର୍ଯ୍ୟନ୍ତ କ୍ଷତି କରୁଥିଲେ । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ଅନୁବାଦ କର ଯେପରି ତୁମ୍ଭେ ୫:୩୨ରେ କରିଥିଲ । #. ଜଣେ ଯିଏ ମନ୍ଦ ଅଟେ "ଜଣେ ମନ୍ଦ ବ୍ୟକ୍ତି" କିମ୍ବା କେହିଜଣେ ଯିଏ ତୁମ୍ଭକୁ ଆଘାତ କରେ" (UDB) #. ଯେକେହି ତୁମ୍ଭର ଡାହାଣ ଗାଲରେ ଚାପୁଡା ମାରେ, ଅନ୍ୟ ଦେଖାଅ ଏହି ସମସ୍ତ ବହୁବଚନ ଅଟେ । #. ଚାପୁଡା ମାରେ.... ତୁମ୍ଭର ଡାହାଣ ଗାଲରେ ଯୀଶୁଙ୍କ ପରମ୍ପରାରେ କୌଣସୀ ବ୍ୟକ୍ତିର ଗାଲରେ ଚାପୁଡା ମାରିବା ଏକ ନିନ୍ଦନୀୟ ଥିଲା ଯେପରି ଆଖି ଏବଂ ହାତ ସହିତ ହୋଇଥାଏ ।(ରୁପକ)) #. ଚାପୁଡା ମାରେ କ୍ରିୟା ଏଠାରେ ଉଲ୍ଲେଖ କରେ ଯେ ଚାପୁଡା ଖୋଲା ହାତର ପଛ ପଟ ସହିତ ହୋଇଥାଏ । #. ତାହାଙ୍କୁ ଅନ୍ୟ ଗାଲ ମଧ୍ୟ ଦେଖାଅ “ସେ ତୁମ୍ଭର ଅନ୍ୟ ଗାଲରେ ମଧ୍ୟ ଚାପୁଡା ମାରୁ ।”