Door43-Catalog_or_tn/MAT/05/36.md

1.7 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେ କରିପାରିବ ନାହିଁ" ରେ "ତୁମ୍ଭେ" ଶବ୍ଦ ଟି ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ପଡିବ "ତୁମ୍ଭର ବାକ୍ୟରେ" "ତୁମ୍ଭର" ବହୁବଚନ ଅଟେ #. ୫:୩୪ ୩୫ରେ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିଲେ ଯେ ଈଶ୍ଵରଙ୍କ ସିଂହାସନ, ପାଦପୀଠ, ଏବଂ ପୃଥିବୀ ତାହାଙ୍କ ନିମନ୍ତେ ଶପଥ ନେବା ପାଇଁ ନୁହେଁ । ଏଠାରେ ସେ କହନ୍ତି ଯେ ସେମାନଙ୍କ ମସ୍ତକ ମଧ୍ୟ ଶପଥ ନେବା ପାଇଁ ସେମାନଙ୍କର ନୁହେଁ #. ଶପଥ ସେହି ସମାନ ଶବ୍ଦ ସହିତ ଅନୁବାଦ କର ଯାହା ତୁମ୍ଭେ ୫:୩୪ରେ କରିଥିଲ #. ତୁମ୍ଭମାନଙ୍କ କଥା 'ହଁ, ହଁ,' କିମ୍ବା 'ନାଁ, ନାଁ' ହେଉ "ଯଦି ଆପଣଙ୍କ 'ହଁ,' କୁହ 'ହଁ,' ଏବଂ ଯଦି ଆପଣଙ୍କ 'ନାଁ,' କୁହ 'ନାଁ' "