Door43-Catalog_or_tn/MAT/05/33.md

4.1 KiB
Raw Permalink Blame History

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ତୁମ୍ଭେମାନେ ଶୁଣିଅଛ” ରେ “ତୁମ୍ଭେମାନେ” ଶବ୍ଦଟି ଏବଂ “ମୁଁ ତୁମ୍ଭମାନଙ୍କୁ କହୁଅଛି” ବହୁବଚନ ଅଟେ “ତୁମ୍ଭେ ଶପଥ ନେବ ନାହିଁ” ଏବଂ “ତୁମ୍ଭେ ଶପଥ କରିବା” ରେ “ତୁମ୍ଭେ” ଶବ୍ଦଟି ଏକବଚନ ଅଟେ । #. ତୁମ୍ଭେ ତାହା ଶୁଣିଅଛ ଯାହା କୁହାଯାଇଅଛି “ତୁମ୍ଭର ଧାର୍ମିକ ନେତାମାନେ ତୁମ୍ଭମାନଙ୍କୁ କହିଅଛନ୍ତି, ‘ଈଶ୍ଵର ସେମାନଙ୍କୁ ପୁର୍ବକାଳରେ କହିଥିଲେ, “ତୁମ୍ଭେ ମିଥ୍ୟା ଶପଥ ନେବ ନାହିଁ”’” ଯୀଶୁ ଏହି ସ୍ଥାନରେ ସରଳ କରିବା ପାଇଁ ପରୋକ୍ଷ ଭାବରେ ବ୍ୟବହାର କରିଛନ୍ତି ଯେ ଏହା ଈଶ୍ଵର କିମ୍ବା ଈଶ୍ଵରଙ୍କ ବାକ୍ୟ ନୁହେଁ ଯାହା ସହ ସେ ଅସମ୍ମତ ହେବେ । ବରଂ, ସେ ଶ୍ରୋତାମାନଙ୍କୁ କହୁଛନ୍ତି ଯେ ଲୋକମାନଙ୍କୁ ସେମାନଙ୍କ କଥାକୁ ବିଶ୍ଵାସ କରାଇବା ପାଇଁ ଯାହା ସେମାନଙ୍କର ନୁହେଁ, ତାହା ବ୍ୟବହାର ଯେପରି ନ କରିବେ । #. ଏହା ଉକ୍ତ ଅଛି ଏହାକୁ ଏପରି ଅନୁବାଦ କର ଯେପରି ଆପଣ ୫:୩୧ରେ କରିଅଛ । #. #. ଶପଥ.....କରିବା ଏହାର ଅର୍ଥ ହୋଇପାରେ ୧) ଈଶ୍ଵର ଏବଂ ଲୋକମାନଙ୍କୁ କୁହ ଯାହା ଈଶ୍ଵର ତୁମ୍ଭଠାରୁ ଚାହୁଁଛନ୍ତି (ଦେଖନ୍ତୁ UDB) କିମ୍ବା ) ଲୋକମାନଙ୍କୁ କୁହନ୍ତୁ ଯେ ଯାହା ତୁମ୍ଭେ ଦେଖିଅଛ ତାହା ସତ୍ୟ ଅଟେ ବୋଲି ଯାହା ତୁମ୍ଭେ କହୁଅଛ ତାହା ଈଶ୍ଵର ଜାଣିଅଛନ୍ତି । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ଏପରି ଅନୁବାଦ କର ଯାହା ତୁମ୍ଭେ ୫:୩୨ରେ କରିଥିଲ । #. ଶପଥ ନିଅନାହିଁ... ସ୍ଵର୍ଗର....ଇଶ୍ବରଙ୍କ ସିଂହାସନ... ପୃଥିବୀର.... ତାହାଙ୍କ ପାଦପୀଠ.... ଯିରୁଶାଲମ..... ମହାନ ରାଜାଙ୍କ ନଗର..... ଏହି ରୁପକ ଯିଶାଇୟଙ୍କ ରୁପକ ଅଟେ ।) #. ଆଦୌ ଶପଥ ନିଅ ନାହିଁ ଯଦି ଆପଣଙ୍କ ଭାଷା ଆଦେଶର ବହୁବଚନ ଅଛି, ତାହା ବ୍ୟବହାର କର ।“ତୁମ୍ଭେ ମିଥ୍ୟା ଶପଥ ଈଶ୍ଵରଙ୍କ ନାମରେ ନିଅ ନାହିଁ” ( ପଦ ୩୩) ଶ୍ରୋତାମାନଙ୍କୁ ଶପଥ ନେବା ପାଇଁ ଅନୁମତି ଦିଏ କିନ୍ତୁ ମିଥ୍ୟା ଶପଥ ନେବାକୁ ବର୍ଜିତ କରେ । “ଆଦୌ ଶପଥ ନିଅ ନାହିଁ” ଏଠାରେ ଈଶ୍ଵରଙ୍କ ନାମରେ ସମସ୍ତ ଶପଥ ନେବାକୁ ମନା କରେ । #. ଶପଥ ନିଅ ନାହିଁ ଏହାକୁ ଏହିପରି ଭାବରେ ଅନୁବାଦ କର ଯେପରି ଆପଣ ପଦ ୩୩ ରେ କରିଅଛ ।