Door43-Catalog_or_tn/MAT/05/31.md

2.9 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । ଆହୁରି.. ଉକ୍ତ ଅଛି ଈଶ୍ଵର ଯିଏ “କହିଛନ୍ତି” (ଦେଖନ୍ତୁ:UDB) ଯୀଶୁ ଏହି ସ୍ଥାନରେ ସରଳ କରିବା ପାଇଁ ନିଶ୍ଚେଷ୍ଟ ଭାବରେ ବ୍ୟବହାର କରିଛନ୍ତି ଯେ ଏହା ଈଶ୍ଵର କିମ୍ବା ଈଶ୍ଵରଙ୍କ ବାକ୍ୟ ନୁହେଁ ଯାହା ସହ ସେ ଅସମ୍ମତ ହେବେ ।ବରଂ, ସେ କହୁଛନ୍ତି ଯେ ଛାଡପତ୍ର କେବଳ ପ୍ରୟୋଗ ହେବ ଯେତେବେଳେ ତାହା ପାଇଁ ଏକ ଯଥାର୍ଥ କାରଣ ଥାଏ । ଏକ ଛାଡପତ୍ର ଅନୁଚିତ୍ ହୋଇଥାଏ ଯଦି ବ୍ୟକିଟି ଲିଖିତ ଅଧିସୁଚନା ଦେବା ପାଇଁ ଆଜ୍ଞାକୁ ପାଳନ କରେ ।(ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) # ଆପଣା ସ୍ତ୍ରୀକୁ ପରିତ୍ୟାଗ କଲେ ଏହା ତ୍ୟାଗପତ୍ର ନିମନ୍ତେ ଏକ ଶୀଷ୍ଟୋକ୍ତି ଅଟେ #. ସେ ତାହା ଦେଉ ଏହା ଏକ ଆଜ୍ଞା ଅଟେ; “ସେ ଦେବା ଉଚିତ୍ ।” #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯୀଶୁ ଏହା ସୁଚିତ କରୁଛନ୍ତି ଯେ ସେ କିଛି ଭିନ୍ନ ବିଷୟ କହିବାକୁ ଚାହୁଁଛନ୍ତି ଯାହା “ମଧ୍ୟ କୁହାଯାଇଥିଲା ।” “ମୁଁ” ଶବ୍ଦ ଗୁରୁତ୍ଵପୁର୍ଣ୍ଣ ଅଟେ କାରଣ ସେ ଦାବି କରନ୍ତି ଯେ ସେ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟନ୍ତି ଯିଏ “କହିଲେ ।” #. ତାହାକୁ ବ୍ୟଭିଚାରିଣୀ କରିଥାଏ ଏହି ବ୍ୟକ୍ତି ଯିଏ ଅନୁଚିତ୍ ଭାବରେ ପରିତ୍ୟାଗ କରେ ଯିଏ “ତାହାକୁ ବ୍ୟଭିଚାର କରାଇଥାଏ” (“ବ୍ୟବଭିଚାର କରିବା ପାଇଁ ସେହି ସମାନ ଶବ୍ଦ ବ୍ୟବହାର କର ଯାହା ଆପଣ ୫:୨୭ରେ କରିଅଛ) । ଅନେକ ପରମ୍ପରାରେ ତାହାଙ୍କୁ ପୁନର୍ବାର ବିବାହ କରିବା ଏକ ସାଧାରଣ ବିଷୟ ଅଟେ, କିନ୍ତୁ ଯଦି ଛାଡପତ୍ର ଅନୁଚିତ୍ ଭାବରେ ହୋଇଅଛି, ସେପରି ପୁନର୍ବିବାହ ବ୍ୟଭିଚାର ଅଟେ (ଦେଖନ୍ତୁ:UDB) ।