Door43-Catalog_or_tn/MAT/05/29.md

3.6 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କ ଭାଷା ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ଦରକାର । #. ଡାହାଣ ଆଖି.... ଡାହାଣ ହାତ ବାମ ହାତ ଏବଂ ଆଖି ତୁଳନାରେ ଏହି ଆଖି ଏବଂ ହାତ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟେ । ତୁମ୍ଭମାନଙ୍କୁ "ଡାହାଣ" "ଠିକ୍" କିମ୍ବା "ଉତ୍ତମ" ଭାବରେ ଅନୁବାଦ କରିବାକୁ ଆବଶ୍ୟକ ପଡିବ (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ବିଘ୍ନର କାରଣ ହୋଇଥାଏ "ଯଦି ଯାହା ତୁମ୍ଭେ ଦେଖ ବିଘ୍ନର କାରଣ ହୋଇଥାଏ" କିମ୍ବା "ଯଦି ତୁମ୍ଭେ ଦେଖିବା ଦ୍ଵାରା ପାପ କରିବାକୁ ଇଚ୍ଛା କର " "ବିଘ୍ନହେବା" ଏକ "ପାପ" ର ରୁପକ ଅଟେ । ଯୀଶୁ ଏହି ସ୍ଥାନରେ ଶ୍ଲେଷଭାଷା ବ୍ୟବହାର କରୁଛନ୍ତି, ଯେପରି ଲୋକମାନେ ସାଧାରଣତଃ ସେମାନଙ୍କର ଚକ୍ଷୁକୁ କୌଣସୀ ଠାରୁ ବଂଚିବା ପାଇଁ ବ୍ୟବହାର କରନ୍ତି (ଦେଖନ୍ତୁ:ରୁପକ, ଶ୍ଲେଷଭାଷା) #. କାଢିଦିଅ "ବାଧ୍ୟ ହୋଇ ତାହାକୁ କାଢିଦିଅ" କିମ୍ବା "ନଷ୍ଟ କର" (ଦେଖନ୍ତୁ :UDB) ଯଦି ଡାହାଣ ଚକ୍ଷୁ ବିଶେଷ ଭାବରେ ଉଲ୍ଲେଖ କରାଯାଇନାହିଁ, ଆପଣଙ୍କୁ ଏହାକୁ ଏପରି ଅନୁବାଦ କରିବାକୁ ପଡିବ "ତୁମ୍ଭର ଚକ୍ଷୁ କାଢି ଉପାଡିଦିଅ" ଯଦି ଚକ୍ଷୁର ଉଲ୍ଲେଖ ହୋଇଅଛି, ଆପଣଙ୍କୁ ଏହାକୁ ଏପରି ଅନୁବାଦ କରିବାକୁ ପଡିବ "ସେଗଡିକୁ ଫୋପାଡିଦିଅ" (ଦେଖନ୍ତୁ:UDB) (ଦେଖନ୍ତୁ : ଅତ୍କଟି ଭାବ) #. ତୁମ୍ଭଠାରୁ ତାହା ଉପାଡିଦିଅ "ତାହାଠାରୁ ଦୁର ହୁଅ" #. ଆପଣମାନଙ୍କ ଶରୀରର କୌଣସୀ ଅଙ୍ଗ ନଷ୍ଟ ହେବା ଉଚିତ୍ ଆପଣଙ୍କୁ ଆପଣଙ୍କ ଶରୀରର ଗୋଟିଏ ଅଙ୍ଗକୁ ହରାଇବା ଉଚିତ୍" #. ଯଦି ଆପଣଙ୍କ ଡାହାଣ ହାତ ବିଘ୍ନର କାରଣ ହୁଏ ଏକ ବ୍ୟକ୍ତିର କାର୍ଯ୍ୟ କରିବାରେ ହସ୍ତ ଶବ୍ଦକୁ ସୁଚିତ କରାଇବା ପାଇଁ ଏହି ଲକ୍ଷଣସୁଚକ ଶବ୍ଦ ବ୍ୟବହାର କରାଯାଏ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ)