Door43-Catalog_or_tn/MAT/05/27.md

2.4 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ ଶୁଣିଅଛ" ଏବଂ "ମୁଁ ତୁମ୍ଭମାନଙ୍କୁ କହୁଅଛି" ବହୁବଚନ ଅଟେ "ତୁମ୍ଭେ କରିବ ନାହିଁ" ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ଆବଶ୍ୟକ ପଡିବ । #. କର ଏହି ଶବ୍ଦର ଅର୍ଥ କାର୍ଯ୍ୟରେ ଆଣିବା କିମ୍ବା କିଛି କରିବା । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି "ମୁଁ" ଗୁରୁତ୍ଵପୁର୍ଣ୍ଣ ଅଟେ ।ଏହା ସୁଚିତ କରେ ଯେ ଯାହା ଯୀଶୁ କହନ୍ତି ତାହା ଈଶ୍ଵରଙ୍କ ପ୍ରକୃତ ଆଜ୍ଞାଗୁଡିକ ସହିତ ସମାନ ଅଟେ ।ଏହି ବାକ୍ୟାଂଶକୁ ଏପରି ଅନୁବାଦ କର ଯେ ତାହା ଗୁରୁତ୍ଵପୁର୍ଣ୍ଣ ଦେଖାଉଥିବ, ଯେପରି ୫:୨୨ରେ ଅଛି । #. ଯେ କୌଣସି ବ୍ୟକ୍ତି ଏକ ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନରେ ବ୍ୟଭିଚାର କଲାଣି ଏହି ରୁପକ ସୁଚିତ କରେ ଯେ ଏକ ବ୍ୟକ୍ତି ଯାହାର ଏକ ସ୍ତ୍ରୀ ପ୍ରତି କୁଅଭିଲାଷ ରଖିବା ଦ୍ଵାରା ଦୋଷୀ ହୋଇଥାଏ ଯେପରି ଏକ ବ୍ୟକ୍ତି ଯିଏ ପ୍ରକୃତରେ ବ୍ୟଭିଚାର କରେ ତାହା ସହ ସମାନ ଅଟେ ।(ଦେଖନ୍ତୁ: ରୁପକ, ଲକ୍ଷଣସୁଚକ ଶବ୍ଦ) #. ସ୍ତ୍ରୀ ପ୍ରତି କୁଅଭିଲାଷ ସହ ଦେଖିଥାଏ "ଅନ୍ୟ ଏକ ସ୍ତ୍ରୀକୁ ରଖିବାର ମନରେ କାମନା କରିବା"