Door43-Catalog_or_tn/MAT/05/23.md

1.9 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ତୁମ୍ଭେମାନେ ଯୀଶୁ ଏକ ଦଳ ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । #. "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କ ଭାଷାରେ ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ଦରକାର । #. ତୁମ୍ଭମାନଙ୍କ ନୈବେଦ୍ୟ ଦାନ "ତୁମ୍ଭମାନଙ୍କ ଦାନ ଦେବା" କିମ୍ବା "ତୁମ୍ଭମାନଙ୍କ ଦାନ ଆଣିବା" #. ଏବଂ ସେଠାରେ ସ୍ମରଣ କର "ଏବଂ ଯେତେବେଳେ ତୁମ୍ଭେମାନେ ବେଦୀ ସମ୍ମୁଖରେ ଠିଆ ହୋଇଅଛ ଏବଂ ତୁମ୍ଭେମାନେ ସ୍ମରଣ କର" #. ତୁମ୍ଭର ଭାଇର ତୁମ୍ଭ ବିରୁଦ୍ଧରେ କିଛି ଥାଏ "ଅନ୍ୟ ଜଣେ ତାହା ପ୍ରତି ତୁମ୍ଭ ଦ୍ଵାରା କରାଯାଇଥିବା କ୍ଷତି ସ୍ମରଣ କରେ" #. ପ୍ରଥମେ ତୁମ୍ଭ ଭାଇ ସହ ମିଳିତ ହୁଅ "ତୁମ୍ଭର ନୈବେଦ୍ୟ ଅର୍ପଣ କରିବା ପୁର୍ବରୁ ତୁମ୍ଭ ଭାଇ ସହିତ ଶାନ୍ତି ରଖ " (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)