Door43-Catalog_or_tn/MAT/05/21.md

2.5 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ଦଳ ସହିତ କଥା ହେଉଛନ୍ତି ଯେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ କ'ଣ ହେବ "ତୁମ୍ଭେମାନେ ଶୁଣିଅଛ" ଏବଂ "ମୁଁ ତୁମ୍ଭମାନଙ୍କୁ କହୁଅଛି" ବହୁବଚନକୁ ବ୍ୟବହାର କରିବା ଦ୍ଵାରା ଏକ ଦଳ ସହିତ କଥା ହେଉଛନ୍ତି "ତୁମ୍ଭେମାନେ ହତ୍ୟା କରିବ ନାହିଁ ଏକବଚନ ଅଟେ, କିନ୍ତୁ ତୁମ୍ଭେମାନେ ଏହାକୁ ବହୁବଚନରେ ଅନୁବାଦ କରିବାକୁ ଆବଶ୍ୟକ #. କିନ୍ତୁ ମୁଁ କହୁଅଛି "ମୁଁ" ଗୁରୁତ୍ଵପୁର୍ଣ୍ଣ ଅଟେ । ଏହା ସୁଚାଏ ଯେ ଯାହା ଯୀଶୁ କହନ୍ତି ତାହା ଈଶ୍ଵରଙ୍କ ପ୍ରକୃତ ଆଜ୍ଞାଗୁଡିକ ସହ ସମାନ ଗୁରୁତ୍ଵପୁର୍ଣ୍ଣ ଅଟେ ଏହି ବାକ୍ୟାଂଶକୁ ଏପରି ଅନୁବାଦ କର ଯେ ତାହା ଗୁରୁତ୍ଵପୁର୍ଣ୍ଣ ଦେଖାଯାଏ । #. ହତ୍ୟା....ହତ୍ୟା କରେ ଏହି ପଦ କେବଳ ହତ୍ୟାକୁ ସୁଚାଏ, ସମସ୍ତ ପ୍ରକାର ମୃତ୍ୟୁ ନୁହେଁ । #. ଭାଇ ଏହା ବିଶ୍ଵସୀ ଜଣକୁ ସୁଚାଏ, ପ୍ରକୃତ ଭାଇ କିମ୍ବା ପଡୋଶୀକୁ ନୁହେଁ । #. ମୁଲ୍ୟହିନ ବ୍ୟକ୍ତି....ମୁର୍ଖ ଏଗୁଡିକ ଲୋକମାନଙ୍କ ନିମନ୍ତେ ନିନ୍ଦା ଅଟେ ଯେଉଁମାନେ ଠିକ ଭାବରେ ଚିନ୍ତା କରନ୍ତି ନାହିଁ । "ମୁଲ୍ୟହୀନ ବ୍ୟକ୍ତି" "ଜ୍ଞାନହୀନ" ର ନିକଟବର୍ତ୍ତୀ ଶବ୍ଦ ଅଟେ, ଯେଉଁଠାରେ ମୁର୍ଖ" ଈଶ୍ଵରଙ୍କ ଅନାଜ୍ଞାବହର ଭାବନାକୁ ଯୋଡିଥାଏ । #. ମହାସଭା ଏକ ଏକ ପ୍ରକାରର ସ୍ଥାନୀୟ ସଭା ଅଟେ, ଯିରୁଶାଲମ୍ ରେ ମୁଖ୍ୟ ସଭା ନୁହେଁ