Door43-Catalog_or_tn/MAT/05/13.md

3.2 KiB
Raw Permalink Blame History

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ତୁମ୍ଭେମାନେ ଏହି ଜଗତର ଲବଣ ଅଟ "ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କ ନିମନ୍ତେ ଲବଣ ସଦୃଶ ଅଟ" କିମ୍ବା ଲବଣ ଯେପରି ଖାଦ୍ୟ ପାଇଁ ଅଟେ, ତୁମ୍ଭେମାନେ ମଧ୍ୟ ଏହି ଜଗତ ନିମନ୍ତେ ଅଟ" ଏହାର ଅର୍ଥ ହୋଇପାରେ ୧) "ଯେପରି ଲବଣ ଖାଦ୍ୟକୁ ସ୍ଵାଦଯୁକ୍ତ କରେ, ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କୁ ପ୍ରଭାବିତ କରିବା ଉଚିତ୍ ଯେପରି ସେମାନେ ଉତ୍ତମ ହେବେ" କିମ୍ବା )ଯେପରି ଲବଣ ଖାଦ୍ୟକୁ ସୁରକ୍ଷିତ କରେ, ସେପରି ତୁମ୍ଭେମାନେ ଲୋକମାନଙ୍କୁ ସମ୍ପୁର୍ଣ୍ଣ ମନ୍ଦ ହେବା ଠାରୁ ସୁରକ୍ଷା କରିବ" (ଦେଖନ୍ତୁ: ରୁପକ) #. ଯଦି ଲବଣ ତାହାର ସ୍ଵାଦକୁ ହରାଏ ଏହାର ଅର୍ଥ ହୋଇପାରେ ୧) "ଯଦି ଲବଣ ତାହାର କାର୍ଯ୍ୟ କରିବାର କ୍ଷମତାକୁ ହରାଏ ଯାହା ଲବଣ କରିଥାଏ" (ଯେପରି UDB) କିମ୍ବା ) "ଯଦି ଲବଣ ତାହାର ଗୁଣକୁ ହରାଏ" #. କିପରି ଏହା ପୁନର୍ବାର ସ୍ଵାଦଯୁକ୍ତ କରାଯିବ ? "କିପରି ତାହା ପୁନର୍ବାର ବ୍ୟବହାର କରାଯିବ ?" କିମ୍ବା ପୁନର୍ବାର ବ୍ୟବହାର ନିମନ୍ତେ ଅନ୍ୟ କୌଣସୀ ଉପାୟ ନାହିଁ " (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦତଳେ ଦଳିତ ହେବାର ଯୋଗ୍ୟ "କେବଳ ଗୋଟିଏ ବିଷୟ ପାଇଁ ଏହା ଉତ୍ତମ ଅଟେ ଯେ ତାହା ରାସ୍ତା କଡରେ ପକାଯିଵ ଯେଉଁଠାରେ ଲୋକମାନେ ଚାଲନ୍ତି" #. ତୁମ୍ଭେମାନେ ଜଗତର ଜ୍ୟୋଃତି ଅଟ "ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କ ନିମନ୍ତେ ଜ୍ୟୋଃତି ଅଟ" #. ପର୍ବତ ଉପରେ ସ୍ଥାପିତ ନଗରୀ ଗୁପ୍ତରେ ରହିପାରେ ନାହିଁ "ପର୍ବତ ଉପରେ ଥିବା ନଗରର ଆଲୋକ ରାତ୍ରିରେ ଲୁଚିପାରେ ନାହିଁ" କିମ୍ବା "ପ୍ରତ୍ୟେକ ଜଣ ପର୍ବତରେ ଥିବା ନଗରର ଆଲୋକକୁ ଦେଖନ୍ତି" (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ ସୁଚନା ଏବଂ କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)