Door43-Catalog_or_tn/MAT/05/11.md

1.2 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ମୋ ସକାଶେ ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା "ଯେତେବେଳେ ଏହା ତୁମ୍ଭ ବିଷୟରେ ସତ୍ୟ ନୁହେଁ କାରଣ ତୁମେ ମୋର ଅନୁଗମନ କର" କିମ୍ବା "ତୁମ୍ଭେ ମୋଠାରେ ବିଶ୍ଵାଅ କରିବା ଛଡା ଆଉ କିଛି ନ କରି ନିନ୍ଦାର ଯୋଗ୍ୟ ହୋଇଥାଅ" #. ଆନନ୍ଦ କର ଏବଂ ଉଲ୍ଲସିତ ହୁଅ "ଆନଦ କର" ଏବଂ "ଅତ୍ୟଧିକ ଉଲ୍ଲସିତ ହୁଅ" ଅର୍ଥ ତାହା ଅଟେ ଯାହା ଯୀଶୁ ତାଙ୍କର ଶ୍ରବଣକାରୀମାନଙ୍କୁ କେବଳ ଆନନ୍ଦ କରିବାକୁ ନୁହଁ କିନ୍ତୁ ଯଦି ହୋଇପାରେ ତାହାହେଲେ ଆନଦ ଠାରୁ ଅଧିକ ହେବା ପାଇଁ କହିଲେ (ଦେଖନ୍ତୁ: )