Door43-Catalog_or_tn/MAT/05/09.md

1.6 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଶାନ୍ତିକାରକ ଏହିଲୋକମାନେ ଅନ୍ୟମାନଙ୍କୁ ପରସ୍ପର ସହ ଶାନ୍ତି ରଖିବା ପାଇଁ ସାହାଯ୍ୟ କରନ୍ତି । #. ଈଶ୍ଵରଙ୍କ ସନ୍ତାନମାନେ ଏହିମାନେ ଈଶ୍ଵରଙ୍କ ନିଜ ସନ୍ତାନମାନେ ଅଟନ୍ତି ।(ଦେଖନ୍ତୁ:ରୁପକ) #. ଯେଉଁମାନେ ତାଡନାପ୍ରାପ୍ତ
ବିକଳ୍ପ ଅନୁବାଦ: "ସେହି ଲୋକମାନେ ଯେଉଁମାନଙ୍କୁ ଅନ୍ୟାୟ ଭାବରେ ବ୍ୟବହାର କରନ୍ତି ।" #. ଧାର୍ମିକତା ନିମନ୍ତେ "ଯେହେତୁ ସେମାନେ କରନ୍ତି ଯାହା ଈଶ୍ଵର ସେମାନେ କରନ୍ତି ଇଚ୍ଛା ବୋଲି" #. ସ୍ଵର୍ଗରାଜ୍ୟ ସେମାନଙ୍କର "ଈଶ୍ଵର ସେମାନଙ୍କୁ ସ୍ଵର୍ଗରାଜ୍ୟରେ ବାସ କରିବା ପାଇଁ ଅନୁମତି ଦିଅନ୍ତି ।" ସେମାନେ ସ୍ଵର୍ଗରାଜ୍ୟ ନିଜର କରନ୍ତି ନାହିଁ; ବରଂ, ଈଶ୍ଵର ସେମାନଙ୍କୁ ଆପଣା ଉପସ୍ଥିତିରେ ବାସ କରିବାକୁ ଅଧିକାର ଦିଅନ୍ତି ।