Door43-Catalog_or_tn/MAT/05/05.md

1.3 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଧାର୍ମିକତା ନିମନ୍ତେ କ୍ଷୁଧିତ ଏବଂ ତୃଷିତ "ଖାଦ୍ୟ ଏବଂ ପାନ ନିମନ୍ତେ ଯେପରି ଇଚ୍ଛା, ସେପରି ଉତ୍ତମ ଜୀବନ ନିମନ୍ତେ ଇଚ୍ଛା କରିବା" (ଦେଖନ୍ତୁ :ରୁପକ) #. ସେମାନେ ପରିତୃପ୍ତ ହେବେ "ଈଶ୍ଵର ସେମାନଙ୍କୁ ପରିତୃପ୍ତ କରିବେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ହୃଦୟରେ ଶୁଦ୍ଧଚିତ୍ତ
"ଯେଉଁ ଲୋକମାନଙ୍କର ହୃଦୟ ଶୁଦ୍ଧ ଅଟେ" #. ସେମାନେ ଈଶ୍ଵରଙ୍କୁ ଦେଖିବେ "ସେମାନଙ୍କୁ ଈଶ୍ଵରଙ୍କ ସହ ବାସ କରିବା ପାଇଁ ଅନୁମତି ଦିଆଯିବ" କିମ୍ବା "ଈଶ୍ଵର ସେମାନଙ୍କୁ ଆପଣା ସହ ରହିବା ପାଇଁ ଅନୁମତି ଦେବେ"