Door43-Catalog_or_tn/MAT/05/01.md

1.6 KiB

ଅଧ୍ୟାୟ ୫ ୭ ହେଉଛି ଗୋଟିଏ ଘଟଣା । ଯୀଶୁ ପର୍ବତ ଉପରକୁ ଗଲେ ଏବଂ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ #. ସେ ତାହାଙ୍କ ମୁଖ ଖୋଲିଲେ "ଯୀଶୁ କହିବାକୁ ଆରମ୍ଭ କଲେ ।" #. ସେମାନଙ୍କୁ ଶିକ୍ଷା ଦେଲେ "ସେମାନଙ୍କୁ" ଶବ୍ଦ ଶିଷ୍ୟମାନଙ୍କୁ ସୁଚାଏ । #. ଆତ୍ମାରେ ଦରିଦ୍ର "ଯେଉଁମାନେ ଜାଣନ୍ତି ସେମାନଙ୍କୁ ଈଶ୍ଵର ଆବଶ୍ୟକ" #. ଯେଉଁମାନେ ଶୋକ କରନ୍ତି
ଏହି ଲୋକାମାନେ ଶୋକାଗ୍ରସ୍ତ ଅଟନ୍ତି କାରଣ ୧)ଜଗତର ପାପପୁର୍ଣ୍ଣତା ନିମନ୍ତେ କିମ୍ବା୨) ସେମାନଙ୍କ ଆପଣା ପାପ କିମ୍ବା ୩) କୌଣସୀ ଜଣକର ମୃତ୍ୟୁ ନିମନ୍ତେ । ଶୋକ ନିମନ୍ତେ କୌଣସୀ କାରଣକୁ ନିର୍ଦ୍ଧିଷ୍ଟ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣଙ୍କ ଭାଷାରେ ତାହାର ଆବଶ୍ୟକ ନ ପଡେ । #. ସେମାନେ ସାନ୍ତ୍ଵନା ପାଇବେ ବିକଳ୍ପ ଅନୁବାଦ: "ଈଶ୍ଵର ସେମାନଙ୍କୁ ସାନ୍ତ୍ଵନା ଦେବେ ।" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)