Door43-Catalog_or_tn/MAT/04/21.md

1.6 KiB

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି । #. ସେମାନେ ସେମାନଙ୍କ ଜାଲ ସଜାଡୁଥିଲେ "ସେମାନେ" ଦୁଇ ଭାଇମାନେ ଏବଂ ଜେବଦୀ ମଧ୍ୟ ଅନ୍ତର୍ଭୁକ୍ତ, କିମ୍ବା କେବଳ ଦୁଇ ଭାଇମାନେ ଅଟନ୍ତି । #. ସେ ସେମାନଙ୍କୁ ଡାକିଲେ "ଯୀଶୁ ଯୋହନ ଏବଂ ଯାକୁଵଙ୍କୁ ଡାକିଲେ" ଏହି ବାକ୍ୟାଂଶ ଅନ୍ୟ ଅର୍ଥରେ ଯେ ଯୀଶୁ ସେମାନଙ୍କୁ ତାହାଙ୍କ ଅନୁସରଣ କରିବା ନିମନ୍ତେ, ତାଙ୍କ ସହ ରହିବା ଏବଂ ତାଙ୍କର ଶିଷ୍ୟ ହେବା ନିମନ୍ତେ ନିମନ୍ତ୍ରଣ କଲେ । #. ହଠାତ୍ "ସେହି ମୁହୁର୍ତ୍ତରେ" #. ନୌକା ଛାଡିଲେ.......ଏବଂ ତାଙ୍କ ଅନୁଗମନ ହେଲେ ଏହା ସ୍ପଷ୍ଟ ହେବା ଉଚିତ୍ ଯେ ଏହା ଏକ ଜୀବନ ପରିବର୍ତ୍ତନ ଅଟେ ।ଏହି ଲୋକମାନେ ଆଉ କେବେହେଲେ ମତ୍ସ୍ୟ ଧରାଳୁ ହେବେ ନାହିଁ ଏବଂ ପରିବାର ବ୍ୟବସାୟକୁ ଛାଡି ବାକିତକ ଜୀବନ ଯୀଶୁଙ୍କ ଅନୁଗମନ କରିବେ ।