Door43-Catalog_or_tn/MAT/04/07.md

936 B

ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି । #. ପୁନର୍ବାର ଏହା ଲେଖାଯାଇଅଛି ଏହାକୁ ଅନୁବାଦ କରାଯାଇପାରିବ “ପୁନର୍ବାର, ମୁଁ ତୁମ୍ଭକୁ କହୁଅଛି ଯାହା ଶାସ୍ତ୍ରରେ ଅଛି ।” #. ସେ ତାହାଙ୍କୁ କହିଲେ “ଶୟତାନ ଯୀଶୁଙ୍କୁ କହିଲା ।” #. ଏହି ସମସ୍ତ ମୁଁ ତୁମ୍ଭକୁ ଦେବି “ମୁଁ ତୁମ୍ଭକୁ ଏହି ସମସ୍ତ ଦେବି ।” ପରୀକ୍ଷକ ଗୁରୁତ୍ଵ ଦେଉଅଛି ଯେ ସେ ଦେବ “ଏହି ସମସ୍ତ ବିଷୟ,” ଏହା ନୁହେଁ ଯେ ସେଥିରୁ ଅଳ୍ପ କିଛି ।