Door43-Catalog_or_tn/MAT/04/05.md

1.5 KiB
Raw Permalink Blame History

ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି । #. ଯଦି ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ଆପଣାକୁ ତଳକୁ ଫିଙ୍ଗିଦିଅ ଏହା ୧) ନିଜ ଲାଭ ନିମନ୍ତେ ଆଶ୍ଚର୍ଯ୍ୟ କରିବାର ଏକ ପରୀକ୍ଷା , “ଯେହେତୁ ତୁମେ ସତ୍ୟରେ ଈଶ୍ଵରଙ୍କ ପୁତ୍ର ଅଟ, ତୁମେ ଆପଣାକୁ ତଳକୁ ଫିଙ୍ଗି ଦେଇପାର” କିମ୍ବା ) ଏକ ଆହ୍ଵାନ କିମ୍ବା ଅପବାଦ, “ନିଜକୁ ତଳକୁ ଫିଙ୍ଗିବା ଦ୍ଵାରା ତୁମ୍ଭେ ଈଶ୍ଵରଙ୍କ ପୁତ୍ର ବୋଲି ପ୍ରମାଣ କର” (ଦେଖନ୍ତୁ UDB) । ଏହା ଅନୁମାନ କରିବାକୁ ଉତ୍ତମ ହେବ ଯେ ଶୟତାନ ଜାଣିଥିଲା ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି । #. ତଳକୁ ଭୁମିକୁ #. ସେ ଆଜ୍ଞା ଦେବେ....... “ଈଶ୍ଵର ଆପଣା ଦୁତମାନଙ୍କୁ ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ” କିମ୍ବା “ଈଶ୍ଵର ଆପଣାକୁ ଦୁତମାନଙ୍କୁ କହିବେ, “ତାହାଙ୍କ ଯତ୍ନ ନିଅ ।’"