Door43-Catalog_or_tn/MAT/04/01.md

1.7 KiB
Raw Permalink Blame History

ଯୀଶୁଙ୍କୁ କିପରି ଶୟତାନ ପରୀକ୍ଷା କଲା ତାହା ଏହି ଭାଗରେ ବର୍ଣ୍ଣନା କରାଯାଇଛି ।

ଶୟତାନ. … ପରୀକ୍ଷକ

ଏହିଗୁଡିକ ସେହି ଜଣକୁ ହିଁ ବୁଝାଏ. ଉଭୟ ଅନୁବାଦ କରିବା ପାଇଁ ଆପଣଙ୍କୁ ତାହାହିଁ ବ୍ୟବହାର କରିବାକୁ ପଡ଼ିବ.

ସେ ଉପବାସ କଲେ … ସେ ଭୋକିଲା ଥିଲେ

ଏହା ଯୀଶୁଙ୍କୁ ବୁଝାଏ.

ଯଦି ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ଆଜ୍ଞା ଦିଅ

ଏହା ହୋଇପାରେ ୧)ନିଜ ପାଇଁ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ପରୀକ୍ଷା, “ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ତୁମେ ଆଜ୍ଞା ଦେଇପାର” କିମ୍ବା ) ଏକ ଆହ୍ୱାନ କିମ୍ବା ଅପବାଦ, “ ଆଜ୍ଞା ଦେଇ ପ୍ରମାଣ କର ତୁମେ ଈଶ୍ଵରଙ୍କ ପୁତ୍ର ଅଟ” (ଦେଖନ୍ତୁ UDB).ଏହା ଅନୁମାନ କରିବା ପାଇଁ ଉତ୍ତମ ହୋଇପାରେ ଯେଶୟତନ ଜାଣିଥିଲା ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି.

ରୋଟୀ ହେବା ପାଇଁ ଏହି ପଥର ଗୁଡିକ ଆଜ୍ଞା ଦିଅ

“ଏହି ପଥର ଗୁଡିକୁ କୁହ, ‘ରୋତୀ ହେଉ!