Door43-Catalog_or_tn/MAT/03/16.md

1.9 KiB
Raw Permalink Blame History

ଏହା ଯୀଶୁ କିପରି ବାପ୍ତିଜକ ଯୋହନ ଦ୍ଵାରା ବାପ୍ତିସ୍ମ ନେଲେ ତାହାର ବିବରଣୀର କ୍ରମାଗତ ଅଟେ । #. ସେ ବାପ୍ତିଜିତ ହେଲା ପରେ ଏହା କହିବା ଦ୍ଵାରା ଏହାକୁ ଏପରି ଅନୁବାଦ କରାଯାଇପାରିଥାଆନ୍ତା:"ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲା ପରେ" । ତାହାଙ୍କ ନିମନ୍ତେ ଆକାଶ ଉନ୍ମୁକ୍ତ ହେଲା ବିକଳ୍ପ ଅନୁବାଦ: “ସେ ଆକାଶକୁ ଉନ୍ମୁକ୍ତ ହେବାର ଦେଖିଲେ” କିମ୍ବା “ସେ ସ୍ଵର୍ଗ ଉନ୍ମୁକ୍ତ ଥିବାର ଦେଖିଲେ” ।(ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କପୋତ ପରି ଅବତରଣ ଏହା ୧) ଏକ ସ୍ପଷ୍ଟ ବିବୃତି ଅଟେ ଯେ ଆତ୍ମା କପୋତ ରୁପରେ ଥିଲେ (ଦେଖନ୍ତୁ UDB) କିମ୍ବା ) ଏକ ତୁଳନାତ୍ମକ ଭାବ ଅଟେ ଯାହା କପୋତ ପରି ଆତ୍ମା ଯୀଶୁଙ୍କ ଉପରେ ନମ୍ର ଭାବରେ ଅବତରଣ କରିବା ସହ ତୁଳନା କରାଯାଏ ।(ଦେଖନ୍ତୁ:ତୁଳନାତ୍ମକ ଭାବ)) #. ଆଉ ଦେଖ : ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭର ଚିହ୍ନ ଅଟେ । ଏଥିରେ ପୁର୍ବଠାରୁ ଭିନ୍ନ ଲୋକମାନେ ଥାଇପାରନ୍ତି । ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ ।