Door43-Catalog_or_tn/MAT/02/16.md

1.4 KiB
Raw Permalink Blame History

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ତା'ପରେ ହେରୋଦ ଏହା ଯୋଷେଫ ମରିୟମ ଏବଂ ଯୀଶୁଙ୍କ ସହ ମିଶରକୁ ପଳାୟନ ହେଲା ପରେ ହେରୋଦ ଯାହା କଲେ ତାହା ବର୍ଣ୍ଣନା କରେ ହେରୋଦ :୧୯ ନ ହେବା ପର୍ଯ୍ୟନ୍ତ ମୃତ୍ୟୁବରଣ କରନ୍ତି ନାହିଁ । #. ସେ ପ୍ରବଞ୍ଚୀତ ହେଲେ "ପଣ୍ଡିତମାନେ ତାହାଙ୍କୁ ଚତୁରତାର ସହିତ ଲଜ୍ଜିତ କରାଇଲେ" (ଦେଖନ୍ତୁ : UDB) #. ସେ ପଠାଇଲେ ଏବଂ ସମସ୍ତ ନ୍ୟୁନ ବୟସ୍କ ବାଳକମାନଙ୍କୁ ହତ୍ୟା କଲେ ବିକଳ୍ପ ଅନୁବାଦ: "ସେ ସମସ୍ତ ବାଳକମାନଙ୍କୁ ହତ୍ୟା କରିବାକୁ ଆଜ୍ଞା ଦେଲେ" କିମ୍ବା ସେ ସେଠାରେ ଥିବା ସମସ୍ତ ଶିଶୁ ବାଳକମାନଙ୍କୁ ହତ୍ୟା କରିବାକୁ ସୈନ୍ୟମାନଙ୍କୁ ପଠାଇଲେ ।" (UDB)