Door43-Catalog_or_tn/MAT/02/13.md

1.9 KiB
Raw Permalink Blame History

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ପ୍ରସ୍ଥାନ କଲେ "ପଣ୍ଡିତମାନେ ଚାଲିଗଲେ" ଉଠ, ଘେନ....ପଳାଅ...ରୁହ....ତୁମ୍ଭେ ଈଶ୍ଵର ଯୋଷେଫଙ୍କୁ କଥା ହେଉଛନ୍ତି, ତେବେ ଏହିସବୁ ଏକବଚନର ପ୍ରକାରରେ ହେବ ।(ଦେଖନ୍ତୁ : 'ଆପଣ' ର ପ୍ରକାରର) #. ହେରୋଦଙ୍କ ମରଣ ନହେବା ପର୍ଯ୍ୟନ୍ତ ହେରୋଦ :୧୯ ପର୍ଯ୍ୟନ୍ତ ମୃତ୍ୟୁବରଣ କଲେ ନାହିଁ ଏହି ବିବୃତ୍ତି ସେମାନଙ୍କ ମିଶର ଦେଶରେ କେତେଦିନ ରହିବା ବିଷରେ ବର୍ଣ୍ଣନା କରେ, ଏବଂ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ ବୋଲି କୁହେ ନାହିଁ । #. ମିଶରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ଏହା ଏକ ଉର୍ଦ୍ଧୃତ ଅଟେ ଯାହାକୁ ହୋଶେୟ ୧୧:୧ରୁ ଅଣାଯାଇଅଛି ମାଥିଉର ଗ୍ରୀକ୍ ବାକ୍ୟାଂଶ ଗୁଡିକଠାରୁ ହୋଶେୟର ଥିବା ଏବ୍ରୀ ବାକ୍ୟାଂଶ ଗୁଡିକ ଅଳ୍ପ ଭିନ୍ନ ଅଟେ "ମିଶରରୁ" ଶବ୍ଦରେ ଗୁରୁତ୍ଵ ଦିଆଯାଇଛି, ଅନ୍ୟ କୌଣସୀ ସ୍ଥାନ ନୁହେଁ "ଏହା ମିଶରରୁ ଯେ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। "