Door43-Catalog_or_tn/MAT/02/04.md

1.8 KiB

#. ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ ବିକଳ୍ପ ଅନୁବାଦ: "ଯିହୁଦା ଅଂଚଳରେ ବେଥଲିହିମ ନଗର" । #. ଏହା ଯାହା ଭାବବାଦୀଙ୍କ ଦ୍ଵାରା ଲେଖା ହୋଇଅଛି ଏହା କର୍ତୃବାଚ୍ୟ ପ୍ରକାରେ ବିବୃତ କରାଯାଇପାରେ "ଏହା ଯାହା ଭାବବାଦୀ ଲେଖିଲେ" । (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଭାବବାଦୀଙ୍କ ଦ୍ଵାରା ଲେଖାହୋଇଅଛି ବିକଳ୍ପ ଅନୁବାଦ: "ମୀଖା ଭାବବାଦୀଙ୍କ ଦ୍ଵାରା ଲେଖାଯାଇଅଛି" । #. ତୁମ୍ଭେ ବେଥଲିହିମ,.........ଯିହୁଦାର ପ୍ରଧାନ ନଗରସମୁହ ମଧ୍ୟରୁ କୌଣସୀ ପ୍ରକାରେ କ୍ଷୁଦ୍ରତମ ନୋହୁଁ "ତୁମ୍ଭେମାନେ ଯେଉଁମାନେ ବେଥଲିହିମରେ ବାସ କର, ତୁମ୍ଭମାନଙ୍କର ନଗର ଅତି ଗୁରୁତ୍ଵପୁର୍ଣ୍ଣ ଅଟେ" (UDB) କିମ୍ବା "ତୁମ୍ଭେ ବେଥଲିହିମ,......ନଗରମାନଙ୍କମଧ୍ୟରୁ ଏକ ଗୁରୁତ୍ଵପୁର୍ଣ୍ଣ ଅଟେ" (ଦେଖନ୍ତୁ:ବର୍ଣ୍ଣଲୋପ) (ଦେଖନ୍ତୁ: litotes ଆଳଙ୍କରିକ)