Door43-Catalog_or_tn/MAT/02/01.md

3.0 KiB
Raw Permalink Blame History

#. ଏହି ଅଧ୍ୟାୟରେ କଅଣ ଘଟିଥିଲା ତାହା ବର୍ଣ୍ଣନା କରେ ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ "ଯିହୁଦା ଅଂଚଳରେ ବେଥଲିହିମ ନଗର" (UDB) #. ପଣ୍ଡିତ ମାନେ "ପୁରୁଷମାନେ ଯେଉଁମାନେ ନକ୍ଷତ୍ରର ଅଧ୍ୟୟନ କରିଥିଲେ" (UDB) #.ହେରୋଦ ଏହା ମହାନ୍ ହେରୋଦଙ୍କୁ ସୁଚାଏ । #. ସେ କେଉଁଠାରେ ଯିଏ ଯିହୁଦୀମାନଙ୍କ ରାଜା ଭାବରେ ଜନ୍ମଗ୍ରହଣ କରିଛନ୍ତି ? ପୁରୁଷମାନେ ଜାଣିଥିଲେ ଯେ ଜଣେ ଯିଏ ରାଜା ହେବେ ଜନ୍ମଗ୍ରହଣ କରିଛନ୍ତି । ସେମାନେ ଜାଣିବାକୁ ଚାହୁଁଥିଲେ ଯେ ସେ କେଉଁଠାରେ ଅଛନ୍ତି "ଏକ ଶିଶୁ ଯିଏ ଯିହୁଦୀମାନଙ୍କର ରାଜା ଭାବେ ଜନ୍ମ ଗ୍ରହଣ କରିଅଛନ୍ତି, ସେ କେଉଁଠାରେ ଅଛନ୍ତି ?" #. ତାହାଙ୍କ ନକ୍ଷତ୍ର "ନକ୍ଷତ୍ର ଯାହା ତାହାଙ୍କ ବିଷୟରେ କୁହେ" କିମ୍ବା "ନକ୍ଷତ୍ର ଯାହା ତାହାଙ୍କ ଜନ୍ମ ସହିତ ସଂଯୁକ୍ତ ଅଟେ" । ସେମାନେ ଏହା କହୁନଥିଲେ ଯେ ଶିଶୁଟି ଏହି ନକ୍ଷତ୍ରର ଠିକ ଅଧିକାରୀ ଅଟନ୍ତି #. ଉପାସନା ଏହି ଶବ୍ଦର ସମ୍ଭବତଃ ଅର୍ଥଗୁଡିକ ହେଲା ୧)ସେମାନେ ଉଦ୍ଦେଶ୍ୟସହ ଶିଶୁକୁ ଐଶ୍ଵରୀୟ ଭାବରେ ଉପାସନା କରିବାକୁ ଚାହିଁଲେ, କିମ୍ବା )ସେମାନେ ଏକ ମନୁଷ୍ୟ ରାଜା ଭାବରେ "ଗୌରବ" କରିବାକୁ ଇଚ୍ଛା କଲେ । ଯଦି ଆପଣଙ୍କ ଭାଷାରେ ଏହାର ପ୍ରକୃତ ଶବ୍ଦ ଥାଏ ଯାହାର ଏହି ଦୁଇଟି ଅର୍ଥ ଅଟେ, ଆପଣ ଏହି ସ୍ଥାନରେ ବ୍ୟବହାର କରିବା ଉଚିତ୍ ବୋଧ କରିବାକୁ ପଡିବ । #. ସେ ଉଦ୍ବିଘ୍ନ ହୋଇଗଲେ "ସେ ବ୍ୟତିବ୍ୟସ୍ତ ହୋଇଗଲେ" ଯେ ଅନ୍ୟକେହି ଜଣ ତାହାଙ୍କୁ ସ୍ଥାନାନ୍ତର କରି ଯିହୁଦୀମାନଙ୍କ ରାଜା ଭାବରେ ଘୋଷିତ ହେବେ । #. ସମସ୍ତ ଯିରୁଶାଲମ "ଯିରୁଶାଲମର ଅନେକ ଲୋକମାନେ" (UDB) ଯେ ହେରୋଦ ରାଜା କ'ଣ କରିବେ ବୋଲି ଭୟ କଲେ ।