Door43-Catalog_or_tn/MAT/01/24.md

884 B
Raw Permalink Blame History

ଏହି ଭାଗ ପୁନର୍ବାର ସେହି ଘଟଣା ଯୀଶୁଙ୍କ ଜନ୍ମ ଘଟଣାକୁ ଫେରିଆସେ । #. ଆଜ୍ଞା ଦେଲେ ମରିୟମକୁ ଆପଣା ଭାର୍ଯ୍ୟା ଭାବରେ ଗ୍ରହଣ କରିବାକୁ କହିଲେ ଏବଂ ତାହାଙ୍କ ନାମ ଯୀଶୁ ଦେବାକୁ ଦୁତ ତାହାଙ୍କୁ କହିଲେ (ବାକ୍ୟ ୨୧) । #. ତାହା ସହିତ ଶୋଇଲେ ନାହିଁ "ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ନାହିଁ" (ଦେଖନ୍ତୁ: ଶିଷ୍ଟୋକ୍ତି ଭାବ) #. ଏବଂ ସେ ତାହାଙ୍କ ନାମ ଯୀଶୁ ଦେଲେ "ଯୋଷେଫ ତାଙ୍କ ପୁତ୍ରକୁ ନାମ ଯୀଶୁ ଦେଲେ"