Door43-Catalog_or_tn/MAT/01/15.md

958 B
Raw Permalink Blame History

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧: ୩ ରେ ବ୍ୟବହାର କଲେ । #. ମରିୟମ, ଯାହାଦ୍ଵାରା ଯୀଶୁ ଜନ୍ମଗ୍ରହଣ କଲେ ଏହାକୁ କର୍ତୃବାଚ୍ୟ ବାକ୍ୟରେ "ମରିୟମ ଯିଏ ଯୀଶୁଙ୍କୁ ଜନ୍ମ ଦେଲେ" ଭାବରେ ଅନୁବାଦ କରାଯାଇପାରେ । (ଦେଖନ୍ତୁ :କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ବାବିଲୋନକୁ ନିର୍ବାସନ ସମୟରେ ସେହି ସମାନ ଶବ୍ଦକୁ ବ୍ୟବହାର କର ଯାହା ତୁମେ ୧:୧୧ରେ ବ୍ୟବହାର କରିଥିଲ ।